ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )
ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା -ବଲାଙ୍ଗୀର 57ନମ୍ବର ଜାତୀୟ ରାଜପଥ ଆଡ଼େନିଗଡ଼ ଫାଣ୍ଡି ଅଧିନସ୍ତ କଖାରୁ ଫାଳ ନିକଟରେ ରବିବାର ଅପରାହ୍ନ 4ଟା ସମୟ ରେ ଏକ ବାଇକ ସହ କାର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ପୋଲିସ ହାବିଲଦାର ଅନ୍ୟ ଜଣେ ହୋମ ଗାର୍ଡ ଗୁରୁତର ହୋଇଥିଲେ ! ହାବିଲଦାର ପ୍ରମୋଦ ପାଣିଗ୍ରାହୀ ଗୁରୁତର ଥିବାରୁ ବୌଦ୍ଧ ରୁ କଟକ ମେଡିକାଲ କୁ ନେଉଥିବା ବେଳ କିଆକଟl ନିକଟରେ ମୃତ୍ୟୁ ହୋଇଥିବା ବେଳ ହୋମ ଗାର୍ଡ ଟୁକୁନା ବେହେରା ମଧ୍ୟ ଗୁରୁତର ହେବାରୁ ଗତକାଲି କଟକ ବଡ ମେଡିକାଲ କୁ ନିଆଯାଇଥିଲା!ଆଜି ଚିକିତ୍ସା ଧୀନ ଅବସ୍ଥl ରେ ଟୁକୁନା ଙ୍କ ବି ମୃତ୍ୟୁ ହୋଇଥିବା ଜଣାପଡିଛି!ଦୁଇ ଦୁଇଟି ପୋଲିସ ବାହିନୀ ଙ୍କ ଦୁର୍ଘଟଣା କୁ ନେଇ ଅଡ଼େନିଗଡ଼ ଅଞ୍ଚଳରେ ଏକ ଶୋକ ର ବାତାବରଣ ଦେଖିବାକୁ ମିଳିଛି!


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l