ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା 15/08. ଆଜି ଅଗଷ୍ଟ ପନ୍ଦର ତାରିଖ!ଏହି ଦିନକୁ ଆମେ ଭାରତ ବlସି ସ୍ୱାଧୀନତା ଦିବସ ଭାବେ 77ବର୍ଷ ହେଲା ପାଳନ କରି ଆସୁଛୁ!ଉକ୍ତ ଦିବସ ଅବସରରେ ଓଡିଶା ଜୋର୍ଣ୍ଣାଲିଷ୍ଟ ୟୁନିୟନ (OJU)ଶାଖା ବୌଦ୍ଧ ତରଫରୁ ହରଭଙ୍ଗା ବ୍ଲକ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଂଘ ର ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସିଂ ଙ୍କ ଅଧକ୍ଷତାରେ ରୋଗୀଙ୍କୁ ଫଳ, ବିସ୍କୁଟ, ପାଉଁରୁଟି ବଣ୍ଟନ କରାଯାଇଥିଲା l
ଏହି ଫଳ ବଣ୍ଟନ କାର୍ଯ୍ୟକ୍ରମ ରେ ସଂଘ ର ସମ୍ପାଦକ ଭାଗବତ ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁଦତ୍ତ ବୋଷ ବରିଷ୍ଠ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ, ସୁରେନ ପ୍ରଧାନ,ସଦସ୍ୟ ସୁଶାନ୍ତ କୁମାର ବେହେରା କୁମୁଦ ଚନ୍ଦ୍ର ସାହୁ, ସଦାନନ୍ଦ ନାଏକ ଙ୍କ ସମେତ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ ଉପଅଧିକାରୀ ଡା. ରଜତ କୁମାର ମହାନନ୍ଦିଆ, ଡା. ରବି ନାରାୟଣ ପ୍ରାମାଣିକ, ଫାର୍ମାସିଷ୍ଟ -ଅଭୟ କୁମାର ସାହୁ ସମସ୍ତ ନର୍ସ ଓ କର୍ମଚାରୀ ଉପସ୍ଥିତ ରେ ଡାକ୍ତରଖାନା ରେ ଥିବା ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା!


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l