ବୌଦ୍ଧ,,( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ପୁରୁଣାକଟକ ସେକ୍ସନ ଖରସଂକୁଳେଇ କୁଲ ସାହି କୁ ଆଜକୁ ତିନି ମାସ ହେବ ବିଦ୍ୟୁତ ସେବା ବନ୍ଦ ହୋଇଥିବା ନେଇ ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି l ଉକ୍ତ ସାହି ରେ ବସବାସ କରୁଥିବା କୁଲ ସମ୍ପ୍ରଦାୟର 8ଟି ପରିବାର ବର୍ତମାନ ତିନିମାସ ହେଲା ଅନ୍ଧାର ରେ l ବର୍ଷା ରେ ବିଜୁଳି ମାରିବା ଦ୍ୱାରା ଉକ୍ତ ସାହିକୁ ସଂଯୋଗ ହୋଇଥିବା ବିଦ୍ୟୁତ କେବଲୁ ଟି ସମ୍ପୂର୍ଣ ପୋଡିଯିବାରୁ ଆଜକୁ ତିନି ମାସ ହେଲା ଅନ୍ଧାର ରେ l ଏନେଇ ବିଭାଗୀୟ କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ ତୁରନ୍ତ ଉକ୍ତ ସାହି କୁ ବିଦ୍ୟୁତ ସଂଯୋଗ କରିବା ପାଇଁ ଚିତ୍ତ ପ୍ରଧାନ,ଯମୁନା ପ୍ରଧାନ, ରବି ପ୍ରଧାନ, ରଞ୍ଜନ ବେହେରା,ପ୍ରମୁଖ ଦାବି କରିଛନ୍ତି l
3ମାସ ହେଲା ଅନ୍ଧାର ରେ କୁଲ ସାହି l


More Stories
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।