ବୌଦ୍ଧ(ଚିତ୍ତରଞ୍ଜନ ସିଂ)
ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ଼, ଅଧିନସ୍ଥ କୁସଙ୍ଗ ରେଞ୍ଜ ଗୋଲାଈ ଘାଟି ଆଣ୍ଟି ପ୍ରୋଚିଂ ଗୃହ ରୁ ବହୁ ସାମଗ୍ରୀ ଚୋରି ହୋଇଥିବା ଜଣାପଡିଛି!ଖବର ଅନୁଯାଇ ଉକ୍ତ କୁସଙ୍ଗ ବିଟ ଗୋଲାଈ ଘାଟି ଆଣ୍ଟି ପ୍ରୋଚିଂ ଗୃହ ରେ 7ମାସ ହେଲା ଏକ ପାଣି ମୋଟର , ସୋଲାର ବ୍ୟାଟେରୀ1ଟି ,ସୋଲାର ପ୍ଲେଟ 2ଗୋଟି ଓ ବଲବ ଗୋଟିଏ ସରକାରୀ କାର୍ଯ୍ୟରେ ଲାଗୁଥିଲା ଓ ଏହି ସବୁ ଜିନିଷ ଚଳିତ ମାସ 3ତାରିଖ ରାତ୍ରିରେ ଗୃହ ର ତାଲା କାଟି ଚୋରି ହୋଇଥିବାର ବନରକ୍ଷୀ ଅର୍ଚନା ଦୁର୍ଗା ହରଭଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି!ଅଭିଯୋଗ କୁ ଭିତ୍ତି କରି ହରଭଙ୍ଗା ଥାନା ପକ୍ଷରୁ ଉକ୍ତ ଚୋରି ଘଟଣାର ତଦନ୍ତ ଚାଲୁରହିଥିବା ବେଳେ ଏ ପର୍ଯ୍ୟନ୍ତ ଚୋରି ଜିନିଷ ଓ ଚୋର ର କୌଣସି ସନ୍ଧାନ ମିଳିନ ଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି!


More Stories
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance