ରିପୋର୍ଟ :- ଜଗନ୍ନାଥ ମହାନ୍ତ
କେନ୍ଦୁଝର ଜିଲ୍ଲା, ତେଲକୋଇ (ଆମ ଓଡିଶା ଖବର )ଅଳ୍ପ କିଛିଦିନ ପୂର୍ବରୁ କେନ୍ଦ୍ରାପଡ଼ା ଅଞ୍ଚଳର ଚାରିଜଣ ଯୋବକ ଛତିଶଗଡ ରାଜ୍ୟରେ ରହି ଲୋକଙ୍କ ଠାରୁ ପାଖାପାଖି 50ଲକ୍ଷ ଟଙ୍କାରୁ ଉର୍ଦ୍ଧ ଠକେଇ କରି ଓଡିଶା ଚାଲି ଆସିଥିବା ଛତିଶଗଡ ପୋଲିସ ଜାଣିବାକୁ ପାଇଥିଲା l ଫଳରେ ମୋବାଇଲ ଟ୍ରାକିଙ୍ଗ କରି ପିଛା କରିଥିଲା ଦୁର୍ବୁନ୍ତଙ୍କୁ | ପ୍ରଥମେ କେନ୍ଦ୍ରାପଡ଼ା, ପୁରୀ ଭୁବନେଶ୍ୱର, ଓ ଯାଜପୁର ଦେଇ ପହଂଚିଥିଲା କେନ୍ଦୁଝର ଜିଲ୍ଲାରେ l କେନ୍ଦୁଝର ଜିଲ୍ଲା ର 49 ନମ୍ବର ରାଜପଥ ଜନସନପୁର ଟୋଲଗେଟ ନିକଟରୁ ଦୁଇଜଣ ଦୃବୁନ୍ତଙ୍କୁ ଛତିଶଗଡ଼ ପୋଲିସ କାବୁ କଲା | ଖବର ପାଇ ତେଲକୋଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ମିଳିତ ଉଦ୍ୟମରେ ତାଙ୍କ ଗୋଷ୍ଠୀ ରେ ଆଉ ଦୁଇଜଣ ଥିବା ଜାଣି ତାଙ୍କୁ ପିଛା କରି ଜଗମୋହନ ପୁର ମେଡିକାଲ ନିକଟରୁ ଗିରଫ କରିଥିଲେ l ତାଙ୍କ ପାଖରୁ ଜବତ ହୋଇଥିବା ଦୁଇଟି ବାଇକ ତେଲକୋଇ ପୋଲିସ କୁ ହସ୍ତାନ୍ତର କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଉଠେଇ ନେଇଛି ଛତିଶଗଡ ପୋଲିସ |


More Stories
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.