ହରଭଙ୍ଗା 17/9(ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ଆଠ ନମ୍ବର ମଣ୍ଡଳ ବିଜେପି ତରଫରୁ ରବିବାର ଦିନ ତିଳେଶ୍ୱର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି, ଘୋଷଣା କରିଥିବା ନୂତନ ବିଶ୍ୱକର୍ମା ଯୋଜନା ବିଷୟରେ ହିତାଧିକାରୀ ମାନଙ୍କୁ ଧରି ଉକ୍ତ ଯୋଜନା ବାବଦରେ ଆଲୋଚନା କରିଥଲେ, ମଣ୍ଡଳ ସଭାପତି ବାମନ ବାରିକ ଓ ବିଜେପି ନେତା ସରୋଜ ପ୍ରଧାନ ଙ୍କ ସମେତ ହିତାଧିକାରୀ ଓ ଜନସାଧରଣ ଉପସ୍ଥିତ ଥିଲେ l
ବିଶ୍ୱକର୍ମା ଯୋଜନା ରେ ହିତାଧିକାରୀ ଙ୍କୁ ସଚେତନତା l


More Stories
ଖୋର୍ଦ୍ଧା ଜିଲ୍ଲା ଦୁର୍ନୀତି ନିବାରଣ ସଚେତନତା ସମାରୋହ ।
ଖିମଜି ସୁନାରୂଣ ନୂତନ ଶାଖା ଶୁଭାରମ୍ଭ l
RAYAGADA RAINFALL REPORT: 3-10-2025