ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଚିଲିକା ଏସିଆ ମହାଦେଶ ର ସର୍ବ ବୃହତମ ଲୁଣା ହ୍ରଦ ମରାଳମାଳିନୀ ନିରାମ୍ବୁ ଚିଲିକା, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଚିଲିକା କୁଳ ଠାରୁ ପ୍ରାୟ ଷୋହଳ କିଲୋମିଟର ଜଳପଥ ଦେଇ ନୌକା ସାହାଯ୍ୟ ରେ ଗଲେ ପ୍ରଥମେ ପଡେ ଛାଡେଇ ଗୁହା ତାପରେ ମା କାଳୀଜାଈ ଙ୍କ ମନ୍ଦିର ଏକ ପାହାଡ଼ ରେ ଅବସ୍ଥିତ l ଏଠାକୁ ପ୍ରତେକ ଦିନ ଦେଶବିଦେଶ ରୁ ସହ ସହ ସଂଖ୍ୟାରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ ମା କାଳୀଜାଈ ଙ୍କୁ ଦର୍ଶନ ନିମନ୍ତେ ଆସିଥାନ୍ତି l

ମା କାଳୀଜାଈ ଙ୍କ ବିଷୟରେ, ସେଠାରେ ପୂଜାରୀ କୁହନ୍ତି ବାଣପୁର ଝିଅ ଜାଇର କଥାକଥିତ କିମ୍ବଦନ୍ତୀ ବିଷୟରେ ଯେଉଁଥିପାଇଁ ଜାଇଙ୍କ ନାମନୁସାରେ କାଳିଜାଇ ରହିଛି, କାଳିଜାଇଙ୍କ ପୀଠ ଦେଖିବାକୁ ଯେତେ ସୁନ୍ଦର ପାହାଡ଼ ର ଚତୃପାର୍ଶ୍ଵ ଚିଲିକା ର ନୀଳଜଳ ରାଶି ସାଙ୍ଗକୁ ପକ୍ଷୀମାନଙ୍କ କିଚିରିମିଚିରି ଶବ୍ଦସହିତ ପର୍ଯ୍ୟଟକ ମାନଙ୍କୁ ଦେଖିବାକୁ ସେତେ ମନୋହର,ମା ଙ୍କ ପାଖରେ ଏଠି ଧୀବର ମାନଙ୍କର ଚିଲିକା ମାଛ ପୋଡା ଭୋଗ ଲାଗିହୁଏ ମା କାଳିଜାଇ ଙ୍କ ପାଖରେ, ବିଭିନ୍ନ ମାନସିକ ରଖିଥାନ୍ତି ଭକ୍ତ ଶ୍ରାଦ୍ଧଳୁ ମାନେ !!


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
जनकल्याण सोसाइटी की तीसरी जनरल मीटिंग।