ରିପୋର୍ଟ :- ଜଗନ୍ନାଥ ମହାନ୍ତ
କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ରାଇସୁଆଁ ପଞ୍ଚାୟତ ରାଇସୁଆଁ ଗ୍ରାମର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଠାରେ ଭାସ୍କର ମହାନ୍ତ ଙ୍କ ଅଧକ୍ଷତାରେ ପଞ୍ଚାୟତ ର ସମସ୍ତ ଡ୍ରାଇଭର ମାନଙ୍କୁ ନେଇ ଆଜି ଏକ ସଭାର ଆୟୋଜନ କରାଯାଇଥିଲା ଉକ୍ତ ସଭାରେ କିପରି ସମସ୍ତ ଡ୍ରାଇଭର ମାନେ ନିଜ ନିଜର ଭିତରେ ସଞ୍ଜମତା ରକ୍ଷା କରି ସୁରକ୍ଷିତ ଭାବରେ ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବେ ସେ ଦିଗରେ ଦିଗଦର୍ଶନ କରିଥିଲେ ସମସ୍ତ ଡ୍ରାଇଭେର ମାନେ ଜାନ ଚଳାଇଲାବେଳେ ନିଜ ଡ୍ରାଭିଂ ଡ୍ରେସ ପିନ୍ଦି ପାଖରେ ନିଜ ଡ୍ରାଭିଂ ଲାଇସେନ୍ସ ପାଖରେ ରଖି ଡ୍ରାଭିଂ କରିବାକୁ ପରାମର୍ଶ କରିଥିଲେ, ଓ କିପରି ଡ୍ରାଭିଂ ଲାଇସେନ୍ସ ନଥିବା ଡ୍ରାଇଭର ଡ୍ରାଭିଂ
ଲାଇସେନ୍ସ ପାଇପାରିବେ, ନିଶାଦ୍ରବ୍ୟ ସେବନ କରି ଗାଡି ଚଳାଇବା ନାହିଁ ଟ୍ରାଫିକ ନିୟମ ମାନି ଚାଲିବା ଏମିତି ଅନେକ ଡ୍ରାଇଭରଙ୍କ ସୁରକ୍ଷା ନିମନ୍ତେ ଏହି ସଭାରେ ଆଲୋକ ପାତ କରାଯାଇଥିଲା ପଞ୍ଚାୟତ ର 115ଜଣଙ୍କ ମଧ୍ୟରୁ 50 ଜଣ ରୁ ଉର୍ଦ୍ଧ ଡ୍ରାଇଭର ଉପସ୍ଥିତ ଥିଲେ ଓ ସମସ୍ତଙ୍କସହମତି କ୍ରମେ ଉପଦେଷ୍ଟା ଜଗନ୍ନାଥ ମହନ୍ତ, ସଭାପତ୍ୱ କରିଥିଲେ ଓ ଉପସଭାପତି ପ୍ରଶ୍ନ କୁମାର ସାହୁ, ସମ୍ପାଦକ ରୋହିତ କୁମାର ବାରିକ, ସହ ସମ୍ପାଦକ ଯଶବନ୍ତ ମହାନ୍ତ, କୋଷାଧକ୍ଷ ସୁରେନ୍ଦ୍ର ବେହେରା, ଏବଂ ସମସ୍ତ ସକ୍ରିୟ ଡ୍ରାଭର କୁନା ବାରିକ, ଶୁକଦେବ, ଅଙ୍ଗଦ ମହନ୍ତ,ଶିବନାଥ ମହନ୍ତ, ଦରରଥ ନାୟକ, ନବୀନା ସେଣ୍ଡ,ପ୍ରମେଶ୍ୱର ମୁଣ୍ଡା ସିଦ୍ଧାର୍ଥ ମହାନ୍ତ, କୁନା ବିଶ୍ୱାଳ ଓ ପଞ୍ଚାୟତ ର ଡ୍ରାଇଭର ମହାସଙ୍ଗ ରେ ଜଡିତ ଥିବା ଡ୍ରାଭର ମାନେ ଉପସ୍ଥିତ ରହି ସଭାକୁ ସାଫଲ୍ୟ କରିଥିଲେ l
ଓଡିଶା ଡ୍ରାଇଭର ମହାସଂଘ ପକ୍ଷ୍ୟ ତରଫରୁ ପଞ୍ଚାୟତ ସ୍ତରୀୟ ବୈଠକ l

More Stories
ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ
ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ।
ବଡ଼ ମଣିଷ ନୁହେଁ ଭଲ ମଣିଷ ହେବା ଆବଶ୍ୟକ ; ବିଧାୟକ