ରିପୋର୍ଟ :- ଜଗନ୍ନାଥ ମହାନ୍ତ
କେନ୍ଦୁଝର ତେଲକୋଇ (ଆମ ଓଡିଶା ଖବର )ଭୀମକାଣ୍ଡ ପଞ୍ଚାୟତ ଜୟପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହରିହର ମହାନ୍ତ ଙ୍କ ଗତକାଲି କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ମୃତ୍ୟୁ ବରଣ କରିଛନ୍ତି l ଦୀର୍ଘ ଦୁଇ ମାସ ହେବ କୀଡୀନି ମଧୁମେୟ ଓ ଉର୍ଦ୍ଧ ରକ୍ତଚାପ ଜନିତ ସମସ୍ୟା ରେ ଶାନ୍ତି ହସପିଟାଲ ରେ ଚିକିତ୍ସା ଧୀନ ଥିଲେ l ମୃତ୍ୟୁ ବେଳକୁ ତାଙ୍କୁ 51ବର୍ଷ ହୋଇଥିବା ବେଳେ ସେ ଜୟପୁର ପ୍ରାଥମିକ ବିଦ୍ୟାଳୟ ରେ ଦୀର୍ଘ ଦିନ ଧରି ପ୍ରଧାନ ଶିକ୍ଷକ ଭାବେ କାଯ୍ୟ ସମ୍ପାଦନ କରିଛନ୍ତି l ସାର ଜଣେ ମିଷ୍ଟା ବାସି ଥିବା ବେଳେ ମେଳାପୀ ମଧ୍ୟ୍ୟ ଥିଲେ l ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ଶିକ୍ଷା ଦାନ କରିବା ସହିତ ସ୍ନେହ ଆଦର କରୁଥିଲେ lତାଙ୍କ ଘର ଭୀମକାଣ୍ଡ ଗ୍ରାମ ଥିବା ବେଳେ ତାଙ୍କର ଦୁଇଟି କନ୍ୟା ସନ୍ତାନ ଓ ଗୋଟିଏ ପୁତ୍ର ଅଛନ୍ତି l ମୃତ୍ୟୁ ଖବର ପାଇଁ ଘର ପରିବାର ଦୁଃଖରେ ଭାଂଗିପଡିଛନ୍ତି l ନିଜଗ୍ରାମ ଭୀମକାଣ୍ଡ ଶୋକର ଛାୟା ଖେଳିଯାଇଛି l ସାର ଙ୍କ ଶେଷ ଦର୍ଶନ ପାଇଁ ବହୁ ଆତ୍ମୀୟ ସୋଜନ ଠୁ ଆରମ୍ଭ କରି ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କ ବାସ ଭୋବନରେ ଉପସ୍ଥିତ ଥିଲେ l ଶେଷରେ ତାଙ୍କ ପ୍ରଥିବଶରୀର ରାତ୍ର 9ଘଟିକା ସମୟରେ ପଞ୍ଚଭୋତ ରେ ଲିନ ହେଲେ l
More Stories
ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନିହାର ରଞ୍ଜନ କହଁର, ଓ. ପ୍ର. ସେ ଯୋଗଦାନ କରିଛନ୍ତି l
ପରମାନନ୍ଦ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ଲାଷ୍ଟିକ ବର୍ଜନ ସଚେତନତା ଶୋଭାଯାତ୍ରା ।
ବୃଦ୍ଧା ମହିଳାଙ୍କ ଘରପୋଡି ପାଉଁଶ, ସରକାରି ସହାୟତା ପାଇଁ ଗୁହାରି l