ବିୟୁରୋ ରିପୋର୍ଟ
Breaking …….
ଏନଏଚ୍ ୧୬ (କୁଆଖିଆ) ନିକଟ ମୂଳାପାଳ ଛକ ନିକଟରେ ଏକ ସିରିଜି ଦୃଘଟଣା ଘଟିଯାଇଛି ଓ ଏହି ଦୃଘଟଣା ରେ ଦୁଇ ଜଣ ଙ୍କର ମୃତ୍ୟୁ ଘଟିଛି । ଏକ ମାଲ୍ ବୋଝେଇ ଡ଼ମ୍ଫର ଗାଡିକୁ ଆଉ ଏକ ଟ୍ରକ ଧକ୍କା ଦେବାରୁ ସଂମ୍ପୃକ୍ତ ଡ଼ମ୍ଫର ଭାରସାମ୍ୟ ହରାଇ ରାସ୍ତା କଡ଼ରେ କାମ କରୁଥିବା ଏକ୍ କ୍ୟାମ୍ପର ଗାଡି କୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଆହାତ ହୋଇଥିବା ଜଣାପଡ଼ିଛି । ମୃତକ ଦୁଇ ଜଣ ଙ୍କ ପରିଚୟ ମିଳି ପାରିନାହିଁ। ଆହତ ଦୁଇ ଙ୍କୁ ପୁଲିସ ଉଦ୍ଧାର କରି ମଧୁବନ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିବା ଜଣାପଡିଛି। କୁଆଖୁଆ ଥାନା ପୋଲିସ ତଦନ୍ତ ଚଳାଇଥିବା ବେଳେ ଡ୍ରାଇଭରକୁ ଅଟକ ରଖିଥିବା ଜଣାପଡିଛି ।


More Stories
ଅଭାବନିୟ ଘଟଣା ଦେଖିବାକୁ ମିଳିଲା କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ।
ବେଆଇନ ଜିଂଜର ଜବତ, ଜଣେ ଗିରଫ
ଗୌଡିୟ ବେଦାନ୍ତ ବିଦ୍ୟାଳୟ ଖେଳ ପଡିଆରେ ଏପିଏଲ ଉଦଘାଟିତ