ରିପୋର୍ଟ -ଇନ୍ଦ୍ର ପାଙ୍ଗି
ଆଜିର ଡିଜିଟାଲ ଦୁନିଆରେ ସମସ୍ତ ଯୁବପୀଢ଼ି ବିଭିନ୍ନ ମୋଡ଼ନ ହେବା ନିମନ୍ତେ ଚିନ୍ତାଧାରା ରଖିଥିବା ବେଳେ ସମରେନ୍ଦ୍ର ସିଂହ ରାଥଡ଼ ନାମକ ଜଣେ ଯୁବକ ରାମ ନବମିର ପୂର୍ବ ଦିନରୁ ଯାତ୍ରା ଆରମ୍ଭ କରିଛନ୍ତି ଅଯୋଧ୍ୟାରୁ ଶ୍ରୀଲଙ୍କା ପର୍ଯ୍ୟନ୍ତ ସେ ଦୀର୍ଘ 6 ମାସ ଯାତ୍ରା କରିବା ପରେ ଆଜି ପହଂଚି ଥିଲେ ବୈପାରୀଗୁଡା ବ୍ଲକରେ ସେ ଓଡିଶାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ମନ୍ଦିରରେ ଯାତ୍ରା କରିବା ପରେ ସେ ଆଜି ବୈପାରୀଗୁଡା ଅଞ୍ଚଳରେ ରାତ୍ରି ଯାପନ ପରେ ସେ ପୁଣି ଯାତ୍ରା ଆରମ୍ଭ କରିବେ ବୋଲି କହିଛନ୍ତି ସମରେନ୍ଦ୍ର,ସେ ଓଡିଶା ଦେଇ ଆନ୍ଦ୍ର ପ୍ରଦେଶ, ମହାରାଷ୍ଟ୍ର, କନ୍ୟାକୁମାରୀ ଦେଇ ଶ୍ରୀଲଙ୍କା ପହଁଚିବାକି ତାଙ୍କୁ 2 ବର୍ଷ ସମୟ ଲାଗିବ ବୋଲି ସେ କହିଛନ୍ତି,ସେ ଏହି ଯାତ୍ରା ସମୟରେ ରାମଚନ୍ଦ୍ର ବନବାସ ସମୟରେ ଅଯୋଧ୍ୟାରୁ ଶ୍ରୀଲଙ୍କା ପର୍ଯ୍ୟନ୍ତ ରାମଚନ୍ଦ୍ର ଯେଉଁ ସମସ୍ତ ସ୍ଥାନ ଯାତ୍ରା କରିଥିଲେ ସେ ସମସ୍ତ ସେ ଯାତ୍ରା କରିବେ ଏବଂ ମନ୍ଦିର ଗୁଡିକର ଅବସ୍ଥା କିଭଳି ଭାବରେ ସେ ବିଷୟରେ ତଥ୍ୟ ସଂଗ୍ରହ କରୁଛନ୍ତି,ଆଉ ଏହି ଯାତ୍ରା ସମୟରେ ଯୁବକ ସମାଜକୁ ଅଖଣ୍ଡ ଭାରତ ନିର୍ମାଣ ନିମନ୍ତେ ବାର୍ତ୍ତା ଦେଉଛନ୍ତି l


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l