(ବିୟୁରୋ ରିପୋର୍ଟ )
ଭୁବନେଶ୍ବର’ତା.୧.୮.୨୩୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ (Special Development Council) ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି ।
ଏହି ୧୪ ଜଣ ନୂତନ ଅଧ୍ୟକ୍ଷ ହେଲେ,
1/ଅନୁଗୁଳ ଜିଲ୍ଲା – ଶ୍ରୀ ସଦାଶିବ ନାୟକ
2/ବାଲେଶ୍ବର – ଶ୍ରୀ ମଦନ ମୋହନ ମାଝୀ
3/ବଲାଙ୍ଗୀର – ଶ୍ରୀ ବ୍ରଜମୋହନ ବିଶୋଇ
4/ବୌଦ୍ଦ – ଶ୍ରୀ ଭଗବାନ କହଁର
5/ଢେଙ୍କାନାଳ – ଶ୍ରୀ ସୁରେନ୍ଦ୍ର ହେମ୍ବ୍ରମ
6/ଯାଜପୁର – ଶ୍ରୀ ଲମ୍ବୋଦର ମୁଣ୍ଡା
7/କଳାହାଣ୍ଡି – ଶ୍ରୀ ଶିବାଜୀ ମାଝୀ
8/ନୂଆପଡା – ଶ୍ରୀ ଭଗତରାମ ମାଝୀ
9/ସମ୍ବଲପୁର – ଶୋଭାରାମ ପ୍ରଧାନ
10/ଦେବଗଡ – ପାଞ୍ଜିଆ ଭୋଇ
11/ବରଗଡ – ସୁଶୀଳା ଭୋଇ
12/ଝାରସୁଗୁଡା – ମୋହନ କିଶାନ
13/ନୟାଗଡ – ଜାନକୀ ଦେହୁରୀ
14/ଗଞ୍ଜାମ – ବିଦ୍ୟାଧର ଜାନୀ
ସୂଚନାଯୋଗ୍ୟ ଯେ ୨୦୧୭ ମସିହାରୁ ୯ଟି ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟକାରୀ ହେଉଥିଲା। ନିକଟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାକୁ ଆଉ ୧୪ଟି ଜିଲ୍ଲାକୁ ସଂପ୍ରସାରିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ପରିଷଦ ଗୁଡିକ ଜରିଆରେ ରାଜ୍ୟର ଜନଜାତି ମାନଙ୍କର କଳା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି ।
More Stories
ପ୍ରାଚୀନ ରାମମନ୍ଦିର ପ୍ରାଙ୍ଗଣରେ ସତସଙ୍ଗ ଅନୁଷ୍ଠିତ!
SI OF POLICE, SARANKUL PS, NABBED BY ODISHA VIGILANCE WHILE TAKING BRIBE RS 4,000/-
ଆସିଷ୍ଟାଣ୍ଟ_ପ୍ରୋଜେକ୍ଟ ମ୍ୟାନେଜରଙ୍କ ଘରେ ରେଡ୍,