(ରିପୋର୍ଟ :ଫିଲିପ କୁମାର ଦିଗାଲ )
କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ବଡ଼ିମୁଣ୍ଡାଗ୍ରାମପଞ୍ଚାୟତ ଖଜୁରୀସାହି ଗ୍ରାମରେ ଆଜି ଏକ ଅଭନୀୟ ଘଟଣା ଦେଖିବା କୁ ମିଳିଛି, ଯାହାକି ନିଜ ଜନ୍ମ କଲା ମାଅ କୁ ପୁଅ ନିଆଁରେ ପୁଡ଼ି ପାଉଁସ କରି ହତ୍ୟା କରିଥିବା ଜଣାପଡିଛି.
ସୂଚନା ଅନୁସାରେ ପୁଅ ସମିର କୁମାର ନାୟକ, ବୟସ 47. ପିତା ସ୍ବର୍ଗତ ଫିଲିପ ନାୟକ ଙ୍କ ସ୍ତ୍ରୀ ମଞ୍ଜୁଳା ନାୟକ ବୟସ ପାଖା ପାଖି 92 ବର୍ଷ ହେବ ବୋଲି ଜଣାପଡୁଛି.ଆଜି ରାତି ପ୍ରାୟ 2. ଟା ସମୟରେ ନିଜ ପୁଅ ମାଆ ନିଜ ଘରେ ଶୋଇଥିବା ସମୟରେ ଗାଁ ର ସମସ୍ତ ଲୋକଙ୍କ ଘର ବାହାର ପଟେ ଗେଡା ଦେଇ ମାଆ କୂ ମାରି ପୁଡ଼ି ସମ୍ପୂର୍ଣ୍ଣ ପାଉଁଶକରିଛି.ପୁଅ. ସକାଳ ହେଲା ପରେ ଗାଁ ଲୋକ ଉଠି ଦେଖିଲା ବେଳେ ହଟାତ ଘରେ ନିଆଁ ଲାଗିଥିବା ଦୃଶ୍ୟ ଦେଖି ସ୍ଥାନୀୟ ଲୋକ ଟିକାବାଲି ପୋଲିସ ଙ୍କୁ ଘଟଣା ବିଷୟରେ ଜଣାଇଥିଲେ

ଟିକାବାଲି ଥାନା ଅଧିକାରିଣୀ କଲ୍ୟାଣୀ ମୟୀ ଷେଣ୍ଢ ଘଟଣା ସ୍ଥଳରେ ପହଂଚି ଆସାମୀ କୂ ଗିରଫ କରି ଥାନାରେ ଅଟକ ରଖିଛି ଏବଂ ପରେ ଏସ. ଡି. ପିଓ, ବିଜୟ କୁମାର ବିଶି,ଘଟଣା ସ୍ଥଳରେ ପହଂଚି ଥିଲେ ଓ ଘଟଣା ର ସମସ୍ତ ବିଷୟ କୂ ତଦନ୍ତ କରିବା ପାଇଁ ସାଇଣ୍ଟି ଫିକ ଟିମ କୂ ଡକାଇ ଛନ୍ତି ବୋଲି ସୂଚନା ମିଳିଛି ! ଗ୍ରାମ ବାସୀଙ୍କ କହିବା ଅନୁସାରେ ଆସାମୀ ଦୀର୍ଘ ତିନି ବର୍ଷ ହେବ ଜେଲରେ ଥିଲା ଏବଂ ଗତ ମାସ 23/09/2023ରେ ଜେଲରୁ ଆସିଥିଲା. ଆସି ମାତ୍ର ଗୋଟିଏ ସପ୍ତାହ ହେବ ଆଜି ନିଜ ମାଆ କୂ ପୁଡ଼ି ଦେଇଛି. ଯାହାକି ଅଞ୍ଚଳ ପାଇଁ ଏପରି ହୃଦୟ ବିଦାରକ ଘଟଣା ପ୍ରଥମ ଥର ଘଟିଛି ବୋଲି ଜଣାପଡିଛି.l


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.