ରାୟଗଡା. ଆଗାମୀ 8ତାରିଖରେ 5t ସଚିବ ଙ୍କ ପଦ୍ମପୁର ବ୍ଲକ କୁ ଗ୍ରସ୍ତ କାର୍ଯ୍ୟକ୍ରମ ରହିଛି ଏଥିପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି।ଆଜି ରାଜ୍ୟ ବିଜେଡି ର ଦୁଇ ଟାଣୁଆ ନେତା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ମନ୍ତ୍ରୀ ଅତନୁ ସବ୍ୟସାଚୀ ସକାଳ 9ଟାରେ ପହଞ୍ଚି ଅଞ୍ଚଳ ର ବିଭିନ୍ନ ସମସ୍ୟା ସମ୍ପର୍କରେ କଲେ ଆଲୋଚନା।

ବିଶେଷ କରି ପଦ୍ମପୁର ର ପାନୀୟ ଜଳ ଯୋଗାଣ,ବଡନାଳ ଜଳ ଭଣ୍ଡାର କୁ ଖଇରାଗୁଡ଼ା ନାଳ କୁ ସଂଯୋଗ,ଇକୋ ଟୁରୁଜୀମ ସହ ସମସ୍ତ ମେଇଁନ୍ ଓ ଶାଖା କେନାଲ ମାରମାତି,ପଦ୍ମପୁର ରେ ୱେର ହାଉସ ନିର୍ମାଣ ଏବଂ ଜଗମଣ୍ଡା ପାହାଡ ଉପରେ ଥିବା ଐତିହାସିକ ଶୈବପୀଠ ନୀଳକଣ୍ଠେଶ୍ଵର ଓ ସୌରା ଜନଜାତି ଙ୍କ ଅକ୍ଷର ବ୍ରହ୍ମ ପୀଠ ର ଉନ୍ନତି ସକାଶେ ପଦକ୍ଷେପ ନିଆଯାଉ ବୋଲି ଏଠାକାର ବିଜେଡି କର୍ମୀ ମାନେ ଦୁଇ ନେତା ଙ୍କୁ ଲିଖିତ ଅନୁରୋଧ କରିଥିଲେ।

ଏହି ସମୀରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଛାତ୍ର ସଭାପତି ପିଁକୁ ପଣ୍ଡା ଦୁର୍ଗା ସାହୁ ରଘୁ ନନ୍ଦନ ନାୟକ ଏବଂ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ। ପରେ ଏହି ଦୁଇ ନେତା ରାୟଗଡ଼ା ଅଭିମୁଖେ ଯାଇଥିଲେ !!


More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।