ରାୟଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଖମା ପଦର ର ନକୁଳ ଶବର ନାମକ ଜଣେ ବ୍ୟକ୍ତି ଜଟିଳ ରୋଗ ରେ ପିଡୀତ ହୋଇ ଆଞ୍ଚଳିକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ କୌଣସି ଫଳପ୍ରଦ ନହେବାରୁ ଉକ୍ତ ବ୍ୟକ୍ତି ଙ୍କୁ ଆନ୍ଧ୍ର ପ୍ରଦେଶର ରାଗୁଲୁ ର ଏକ ଘରୋଇ ହସ୍ପିଟାଲ୍ କୁ ସ୍ଥାନାନ୍ତର ର ଆବଶ୍ୟକତା ହେବାରୁ ଜିଲ୍ଲା ଛାତ୍ର ବିଜେଡି ସଭାପତି ବିଷ୍ଣୁ ପଣ୍ଡା ଖବର ପାଇ ଆମ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ରାଜ୍ୟ ସରକାରଙ୍କ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାସ ଙ୍କ ଦ୍ଵାରା ପରିଚାଳିତ ଓଡ଼ିଶା ମୋ ପରିବାର ଆମ୍ବୁଲାନ୍ସ ଗାଡ଼ିର ଆୟୋଜନ କରି ଜଟିଳ ରୋଗ ରେ ପିଡୀତ ବ୍ୟକ୍ତି ଙ୍କୁ ଉକ୍ତ ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରାଯାଇଛି।
ଇତ୍ୟବସରରେ ଆମେ ଖମାପଦର ଗ୍ରାମ ବାସୀ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ସୁଧୀର କୁମାର ଦାସ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ବିଷ୍ଣୁ ପ୍ରସାଦ ପଣ୍ଡା ଙ୍କୁ ଅଶେଷ ଧନ୍ୟବାଦ ସହ କ୍ରୁତଞତା ଜଣାଉଛୁ।
More Stories
ବ୍ଲକ ରେ ପାଳିତ ହେଲା ସ୍ୱଚ୍ଛତା ହିଁ ସେବା ଦିବସ l
ବେଗୁନିଆପଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଧାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ l
ବେଗୁନିଆପଡା ଵି ଡି ଓ ଙ୍କୁ ଗାଁ ସାଥି ସଂଘର ଦାବିପତ୍ର ପ୍ରଦାନ l