ରାୟଗଡା- ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚlଅ
ଗଣତନ୍ତ୍ର ବଞ୍ଚାଅ. ଦେଶ ବଞ୍ଚlଅ
ବିଜେପି ହଟାଅ. . ଦେଶ ବଞ୍ଚାଅ
କର୍ପୋରେଟ ଲୁଟ ବଦଂ କର
ଜମି ଜଳ ଜଙ୍ଗଲ ଅଧିକାର ଦାବି ନେଇ ଶୋଭାଯାତ୍ରା ଓ ସାଧାରଣ ସଭା

ଚଳିତ ମାସ 12 – 06 – 2023 ତାରିଖ ସୋମବାର ଦିନ ସିପିଆଇ (ଏମ୍ଏଲ) ଲିବରେସନ ଓ ଆାଦିବାସୀ ସଂଘର୍ଷ ମୋର୍ଚା (ASM) ତରଫରୁ ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୋଗୁପାଡୁ ପଞ୍ଚାୟତ ର ସୁଲୁଡି ଛକ ଠାରୁ ଏକ ଶୋଭାଯାତ୍ରା ବାହାରି କାଟିକି ଗାଁ ରେ ଏକ ସଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।
ବିଜେପି ହଟାଅ – ଦେଶ ବଞ୍ଚାଅ – ନେଇ ଜୁନ୍ 1 ତାରିଖ ଠାରୁ ଜୁଲାଇ 1 ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଅଭିଯାନ ଗାଁ ଗାଁ କୁ ଯିବା ପାଇଁ ସାଧାରଣ ସଭା ରେ ବିଭିନ୍ନ ନେତା ମାନେ ଉଦବୋଧନ ଦେଇ ଥିଲେ।



More Stories
ଅବକାରୀ ମନ୍ତ୍ରୀଙ୍କ ବଡବୟାନ ରାଜ୍ୟରେ ଆଉ ଖୋଲିବନି ନୁଆ ମଦ ଦୋକାନ ।
Forester of Bandhbahal, arrested by Odisha Vigilance for accepting Rs 5,000 bribe.
ଦିନ ଦିପହରେ ଜାତୀୟ ରାଜପଥରେ ରାହାଜାନୀ ଓ ମରଣତ୍ମକ ଆକ୍ରମଣ l