ସମ୍ଭବ ଛତୁ ପ୍ରକ୍ରିୟା କରଣ ଶିଳ୍ପ’ ର ଉଦ୍ଘାଟନ କଲେ କୃଷି ମନ୍ତ୍ରୀ

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅଧିନସ୍ଥ ଲେଣ୍ଡୋ ଗ୍ରାମରେ ସମ୍ଭବ ଛତୁ ପ୍ରକ୍ରିୟା କରଣ ଶିଳ୍ପ’ ର ଉଦ୍ଘାଟନ କରିଛନ୍ତି ମାନ୍ୟବର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଜୟଦୁର୍ଗା ମହିଳା SHG ଗ୍ରୁପ ପକ୍ଷରୁ ଆରମ୍ଭ କରାଯାଇଛି ଏହି ଶିଳ୍ପ ପ୍ରତିଷ୍ଠାନ । ଗ୍ରାମାଞ୍ଚଳରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ସହଯୋଗ ଆଧାରରେ ଗଢ଼ି ଉଠିଥିବା ଏହି ଶିଳ୍ପ ପ୍ରତିଷ୍ଠାନ ର ଶୁଭ ଉଦ୍ଘାଟନ ହୋଇଛି । ସ୍ଥାନୀୟ ଖୋରଧା ବିଧାୟକ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।

error: Content is protected !!