ପୁରୀ: “ଆମ ଓଡିଶା ଖବର” ଇଏ ବ୍ୟକ୍ତି ଜଣକ ହେଉଛନ୍ତି, ପ୍ରତୀକ ମିଶ୍ର, ଜାତିରେ ହିନ୍ଦୁ ବ୍ରାହ୍ମଣ, ଘର ପୁରୀ ବାସୁଳିସାହି। ଇଏ ହିନ୍ଦୁ ବ୍ରାହ୍ମଣ ଯୁବକ ଜଣକ ଫେସବୁକରେ, ଛଦ୍ମନାମ ଜୁଲି ରାଣୀ ନାଁରେ ନକଲି ଫେସବୁକ ଏକାଉଣ୍ଟ୍ ଖୋଲି ପୁରୀ ଜଗନ୍ନାଥ ମନ୍ଦିରକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦେଉଥିଲା। ପୋଲିସ ସେହି ଯୁବକକୁ ଗିରଫ ଖବର ପ୍ରଚାର ପାଇଛି। ଏଭଳି ଦୁସାହସ କାର୍ଯ୍ୟ ଜଣେ ହିନ୍ଦୁ ବ୍ରାହ୍ମଣ ଯୁବକ କରିଛି ବୋଲି ବିଶେଷ ସୂତ୍ରରୁ ଖବର ଭାଇରାଲ ହୋଇଛି। ଏଠି ପ୍ରଶ୍ନ ଉଠୁଛି ହିନ୍ଦୁ ସେନା ହୁଅନ୍ତୁ କିମ୍ବା ବଜରଙ୍ଗଦଳ ହୁଅନ୍ତୁ ଅବା ବିଶ୍ବହିନ୍ଦୁ ପରିଷଦର ସଦସ୍ୟ ମାନେ ସମ୍ପୁର୍ଣ୍ଣ ଚୁପ୍ ରହିଛନ୍ତି। ଘଟଣାର ସତ୍ଯତାକୁ ଖୁଲାସା କରିବାକୁ ସାଧାରଣ ଜନତା ଅପେକ୍ଷା କରିଛନ୍ତି।
ଖୋର୍ଦ୍ଧାଜିଲ୍ଲାରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଅଭାବନିୟ ଘଟଣା ଦେଖିବାକୁ ମିଳିଲା କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ।
ବେଆଇନ ଜିଂଜର ଜବତ, ଜଣେ ଗିରଫ
ଗୌଡିୟ ବେଦାନ୍ତ ବିଦ୍ୟାଳୟ ଖେଳ ପଡିଆରେ ଏପିଏଲ ଉଦଘାଟିତ