ରିପୋର୍ଟ :ରାକେଶ
ବେଗୁନିଆପଡା, (ଆମ ଓଡ଼ିଶା ଖବର ) ସ୍ୱାଧୀନତା ଦିବସ ପାଳନ ର ଅଵ୍ୟବହିତ ପୂର୍ବରୁ ଆଜି ତାଳସର ଗ୍ରାମ ପଞ୍ଚାୟତ ଠାରେ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ସଦସ୍ୟଙ୍କ ସହଯୋଗରେ ଘର ଘର ତ୍ରିରଙ୍ଗା ଉତ୍ସବ ପାଳିତ ହୋଇ ଯାଇଛି । ଏହି ଉତ୍ସବରେ ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁ ସମିତି ସଭ୍ୟ ମାଧବ ରାଉତ,ସମାଜ ସେବୀ ବଣ୍ଟି ଜେନା ବୁଲୁ ଭୂୟାଁ,ପବିତ୍ର ସାମନ୍ତରାୟ, ସଞ୍ଜୟ କୁମାର ସାହୁ ଓ ସ୍କୁଲ ଛାତ୍ର ଛାତ୍ରୀ, ମହିଳା ଗ୍ରୁପ ସଦସ୍ୟା ଏବଂ ଗ୍ରାମ ବାସୀ ମିଳିତ ଭାବେ ପାଳନ କରିଥିଲେ | ବନ୍ଦେ ମାତରଂ, ଭାରତ ମାତା କି ଜୟ ନାରା ରେ ସାରା ଗ୍ରାମ ଉତ୍ସବ ମୁଖର ହୋଇ ପଡିଥିଲା | ଆସନ୍ତାକାଲି ସ୍ୱାଧୀନତା ଦିବସ ଉପଲକ୍ଷେ ସମସ୍ତେ ଏକ ମନ ହୋଇ ଦେଶ ମାତୃକାର ସେବା କରିବା ପାଇଁ ନିଷ୍ପତି ନେବା ସହ ଭାଇଚାରା ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି |


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l