ଗଞ୍ଜାମ ଜିଲ୍ଲା (ଆମ ଓଡ଼ିଶା ଖବର) ବ୍ରହ୍ମପୁର ସହରରେ ଚୈତ୍ର ମାସର ୨୧ଦିନ,୧୫ଦିନ,୧୮ଦିନ, ଏବଂ ୧୩ଦିନ ଧରି ଦଣ୍ଡନାଚ କରି ଆସୁଥିବା ଆଜି ଶେଷ ଦିନରେ ପହଂଚିଛି, ଆଜି ଦଣ୍ଡୁଆମାନେ ଶେଷ ଦଣ୍ଡନାଚ ମାଁଙ୍କ ମନ୍ଦିରକୁ ଆସି ଦଣ୍ଡବିଧାନ କରିଥାନ୍ତି। ଆଜି ମେରୁଯାତ୍ରା ବୋଲି କୁହାଯାଏ। ଆଜି ଦିନଟି ଦଣ୍ଡୁଆମାନେ ଉପବାସ କରି କାଲି ଘରକୁ ଯାଇଥାନ୍ତି। ଏବଂ ଆଜି ହନୁମାନଙ୍କ ଜୟନ୍ତୀ ଉପଲକ୍ଷେ ସବୁ ହନୁମାନ ମନ୍ଦିରେ ପଣା ପାଣି ବଣ୍ଟନ ଓ ପ୍ରସାଦ ସେବନର ଆୟୋଜନ କରାଯାଏ। ଆଜିର ଦିନଟିକୁ ଓଡ଼ିଆ ମାସର ନୂତନ ବର୍ଷ ବୋଲି କୁହାଯାଏ।
ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l