ବ୍ରହ୍ମପୁର ସହରର ଜୟପ୍ରକାଶ ନଗର ମୁଖ୍ୟ ରାସ୍ତାରେ ଘରୋଇ ବସ୍ ଦୁର୍ଘଟଣା ଗ୍ରସ୍ତ।

ଗଞ୍ଜାମ ଜିଲ୍ଲା (ଆମ ଓଡ଼ିଶା ଖବର) ବ୍ରହ୍ମପୁର ସହରର ଜୟପ୍ରକାଶ ନଗର ମୁଖ୍ୟ ରାସ୍ତାରେ ଗୋଟିଏ ଘରୋଇ ବସ୍ ଏବଂ ମୁନୁସିପାଲଟି ଅଳିଆ ବୋଝେଇ ଟାଟାଏସି ସହ ଦୁର୍ଘଟଣା ଗ୍ରସ୍ତହୋଇଛି ଯାତ୍ରୀମାନେ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚି ଯାଇଛନ୍ତି।

ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।

error: Content is protected !!