(ରାୟଗଡା ଜିଲ୍ଲା ଆମ ଓଡିଶା ଖବର)
ଜୟ ଜଗନ୍ନାଥ ଜୟ ଶ୍ରୀରାମ
ପୁଣ୍ଯ ପବିତ୍ର ଏ ଭାରତ ଧାମ
ସେ ଧାମ ଆଜି ରକ୍ତେ ପ୍ଳାବିତ
ବିଧର୍ମୀ ବଇରି କରେ ବିତ୍ପାତ
ପାକିସ୍ଥାନୀ ମୁର୍ଖ ପଠାଣ ପାମର
ଚିହ୍ନି ବାଛି ହିନ୍ଦୁ କରେ ସଂହାର। ଆମ ସଂକଳ୍ପ ଆମର ଦୀକ୍ଷା
ହିନ୍ଦୁ ସନାତନ ଧର୍ମ ସୁରକ୍ଷା
ଜାଗ ହିନ୍ଦୁ ପାଦ କରି ଚଞ୍ଚଳ
ଭାଂଗିବାକୁ ଶତ୍ରୁ ବିଧର୍ମୀ ବଳ
ବେଳଥାଉ ଚତୁରେ ହୁଅ ସାବଧାନ
ସଜାଅ ଗଦାକୁହେ ହିନ୍ଦୁ ହନୁମାନ
ବାରହାତି ଖଣ୍ଡା କର ବାହାର
ଛେଦିବାକୁ ସନ୍ତ୍ରାସବାଦୀଙ୍କ ଶିର
ରୋଧିବାକୁ ହିନ୍ଦୁ ନରସଂହାର
ପ୍ରଶାସନ ହାତ ମଜଭୁତ କର
ଯଦି ନଜାଗିବ ବୁଦ୍ଧି ସହିତ
ଆତଙ୍କବାଦୀଏ ହେବେ ଉଦ୍ଧତ
ତାଙ୍କର ଉଦ୍ଧତ ଭାଙ୍ଗିବା ପାଇଁ
ବୀର ବେଶେ ସ୍ବ ହୁଅ ସଜେଇ
ଜାଗ ଜାଗ ଜାଗ ଦେଶପ୍ରେମୀ ହିନ୍ଦୁ
ତୁମ ବଳ ଦେଖି ପାକିସ୍ଥାନୀ କାନ୍ଦୁ
ପଣ୍ଡକର ଅଇରି ଆସୁରିକ ମାୟା
ରକ୍ତରେ ବୁଡୁ ଶତ୍ରୁ କଳୁଷିତ କାୟା
ସଚେତନ ହୁଅ ହିନ୍ଦୁ ବୀର ସନ୍ତାନ
ରଖିବାକୁ ମା’ଭାରତୀର ସ୍ବ ସମ୍ମାନ।
ଶ୍ରୀନଗର ପହେଲଗାଁଓ
ଆଜି ଉଦାହରଣ
ଭାରତ ଭାଙ୍ଗିବ
ପାକିସ୍ଥାନ ବଡେଇ ଟାଣ।
(ଲେଖକ ):-ଜୟଦେବ ସିଠ। ସେବାନିବୃତ୍ତ ଓ ରାଜ୍ଯ ପୁରସ୍କାର ପ୍ରାପ୍ତ ଶିକ୍ଷକ, ରାଣୀ ଗୁଡା ଫାର୍ମ, ରାୟଗଡ଼।
୯୪୩୭୫୨୭୩୪୯ ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।