ଗଞ୍ଜାମ:- (ଆମ ଓଡିଶା ଖବର)ବ୍ରହ୍ମପୁର ମହାନଗର ନିଗମ ର ବିଜିପୁର ରଥ ସାହିର ଅବସ୍ଥା କହିଲେ ନସରେ ପୁତି ଗନ୍ଧ ମୟ ରେ ଅଞ୍ଚଳ ଫାଟି ପଡୁଛି। ଯାହି ଦେଖିବ ଅଳିଆ ଆବର୍ଜ୍ଜନା କୁଢ଼ କୁଢ଼, ଅଳିଆ ଆବର୍ଜ୍ଜନା ରେ ପରିବେଶ ପରିପୂର୍ଣ।ସାହି ବାସିନ୍ଦା ଅତିଷ୍ଠ ହୋଇଗଲେଣି ମହାନଗର ନିଗମର ସଫେଇର ବିକଳ ଚିତ୍ର। ମନଇଛା ଇତସ୍ତତଃ ଅଳିଆ ଆବର୍ଜ୍ଜନା ପଡ଼ିବାରୁ ବୁଲା ଗାଇ ଗୋରୁ ମାନଙ୍କ ଚରାଭୂଇଁର ଅପରିଷ୍କାର ବଢ଼ି ଯାଉଛି।
ମୈ।ସୁମୀ ର ଆଗମନ ଆଗକୁ ବର୍ଷା ରୁତୁ ଆସୁଥିବାରୁ ଏପରି ଅଳିଆ ଆବର୍ଜ୍ଜନା କୁଢ଼ କୁଢ଼ ପଡ଼ି ରହିଲେ ଅଞ୍ଚଳବାସୀକୁ ହଇଜା କଲେରା ଆକ୍ରାନ୍ତ ହେବାର ବହୁତ ସମ୍ଭାବନା ଅଛି। ଏପରି ପରିବେଶକୁ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପରିପ୍ରକାଶ ପାଉଛି।ଯଦି ଏପରି ପରିବେଶ ରୁହେ ତେବେ ଅଞ୍ଚଳ ବାସୀ ରାଜ ରାସ୍ତା କୁ ଓହ୍ଲେଇବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।
ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ
More Stories
ଏମ, ଚମ୍ପେଇତପୁର ରେ ବିଜେପି ର ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ
ରାଜ୍ୟ ସ୍ତରରେ ପୁରସ୍କୃତ ହେଲେ ଗଞ୍ଜାମ ଆର୍ଟ୍ସ ଟପର ସଂଜୁତା
ରାଜ୍ୟ ସ୍ତରରେ ପୁରସ୍କୃତ ହେଲେ ଗଞ୍ଜାମ ଆର୍ଟ୍ସ ଟପର ସଂଯୁକ୍ତା