କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ସମାନା କୁ ଆସିଛି । ଜଣେ ୧୬ ବର୍ଷ ର ସାରିରିକ ଭିନ୍ନକ୍ଷମ ନାବାଳିକା କୁ ଦୁସ୍କର୍ମ ଅଭିଯୋଗ ରେ ନାବାଳିକା ର ନିଜ ଦାଦାପୁଅ ଭାଇ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଫିରିଙ୍ଗିଆ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ସେହି ଟେଲାପାଲି ଗାଁ ର ସ୍ୱାର୍ଗତ ବିନୋଦ ରଣା ଙ୍କ ପୁଅ ଆସୁତୋଷ ରଣା ହୋଇଥିବା ବେଳେ ତାର ଡାକ ନା ବାପୁଜି ରଣା ବୋଲି ଜଣାପଡିଛି । ତେବେ ପୋଲିସ ର ଶୁଚନା ଅନୁସାରେ ପିଡିତା ନାବାଳିକା ଓ ଅଭିଯୁକ୍ତ ଯୁବକ ଜଣକ ସମ୍ପର୍କ ରେ ରକ୍ତ ସମ୍ପର୍କ ର ଭାଇ ଭଉଣି ହୋଇଥିବା ବେଳେ ଅଭିଯୁକ୍ତ ଜଣକ ପିଡିତା ନାବାଳିକା ର ଦାଦାପୁଅ ଭାଇ । ପଡିତା ନାବାଳିକା ର ପିତା ଜନ୍ମରୁ ଅନ୍ଧ ହୋଇଥିବା ବେଳେ ମା ମଧ୍ୟ ଅତିନିରିହ । ଅଭିଯୁକ୍ତ ଜଣକ ବିବାହିତ ହୋଇଥିବା ବେଳେ ତାର ଏକ କନ୍ୟାସନ୍ତାନ ମଧ୍ୟ ଅଛି । ତେବେ ପିଡିତା ନାବାଳିକା ର ପରିବାର ଅତିଗରିବ ଓ ନିରିହ ହୋଇଥିବା ସୁଯୋଗ ନେଇ ଅଭିଯୁକ୍ତ ଜଣକ ପିଡିତା ନାବାଳିକା ସହ ବାରମ୍ବାର ଦୁସ୍କର୍ମ କରିଚାଲିଥିଲ।।

ଗତ କିଛିଦିନ ତଳେ ନାବାଳିକା ଜଣକ ଅସୁସ୍ଥ ହୋଇପଡିବା ଓ ବାରମ୍ବାର ବାନ୍ତି କରିବାରୁ ନାବାଳିକା ଙ୍କ ପରିବାର ଲୋକଙ୍କ ମନରେ ସଂନ୍ଦେହ ଶୃଷ୍ଟି ହୋଇଥିଲ।। ଏହାପରେ ନାବାଳିକା ଙ୍କ ମା ଗାଁରେ ଥିବା ଆଶାକର୍ମି ଙ୍କୁ ଜଣାଇଥିଲେ । ଘଟଣା ବିଷୟରେ ଜାଣି ସମ୍ପୃକ୍ତ ଆଶାକର୍ମି ଗତ ୮/୦୭/୨୦୨୩ ତାରିଖ ଦିନ ଫୁଲବାଣୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ନେଇ ନାବାଳିକା ର ଚିକିତ୍ସା କରିବା ସହ ନାବାଳିକା ର ଗର୍ଭପରିକ୍ଷା କରିଥିଲେ । ଗର୍ଭପରିକ୍ଷା କଲାପରେ ନାବାଳିକା ଜଣକ ତିନିମାସର ଅନ୍ତସତ୍ୱା ଥିବା ପରିବାର ଲୋକେ ଜାଣିବାକୁ ପଇଥିଲେ । ପରେ କୈାଣଷି ଡାକ୍ତର ଙ୍କ ବିନା ର୍ନିେଷ ରେ ସମ୍ପୃକ୍ତ ଆଶା କର୍ମି ଓ ଫୁଲବାଣୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ କାର୍ଯ୍ୟରତ ଜନୈକ ନର୍ସ ଙ୍କ ପରାମର୍ଶ କ୍ରମେ ନାବାଳିକା ଜଣକୁ ଗର୍ଭନଷ୍ଟ କରିବା ପାଇଁ କିଛି ଔଷଧ ଖାଇବାକୁ ଦିଆଯାଇଥିଲ।। ଏହାସହ ନାବାଳିକା ର ଗର୍ଭପାତ ହେବାପରେ ନାବାଳିକା ଜଣକ ଗୁରୁତର ଅସୁସ୍ଥ ହୋଇପଡିବାରୁ ତାକୁ ପ୍ରାୟ ଛଅ ଦିନ ମେଡିକାଲ ରେ ଭର୍ତି ମଧ୍ୟ କରାଯାଇଥିଲ।। ପରେ ନାବାଳିକା ଜଣକ ସୁସ୍ଥ ହେବା ପରେ ଗତ ୧୩ ତାରିଖ ପରିବାର ଲୋକ ନାବାଳିକା ଙ୍କୁ ନିଜ ଘରକୁ ନେଇ ଆସିଥିଲେ । ତେବେ ଘଟଣା ବିଷୟରେ କୈାଣଷି ସୁତ୍ର ରୁ ଶିଶୁ ସୁରକ୍ଷା ସମିତି ର ସଦସ୍ୟ ମାନେ ଖବର ପାଇ ଗତ ୧୪ ତାରିଖ ଦିନ ନାବାଳିକା ର ଘରକୁ ଆସି ତଦନ୍ତ କରିଥିଲେ । ଶିଶୁ ସୁରକ୍ଷା ସମିତି ର ତଦନ୍ତ ରୁ ଘଟଣା ଟି ସତ ପ୍ରମାଣିତ ହେବା ପରେ ନାବଳିକା ର ପରିବାର ପକ୍ଷରୁ ଗତ ୧୮ ତାରିଖ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଏତାଲା କରାଯାଇଥିଲ।

ପରେ ଏତଲା ଅଧାର ରେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଘଟଣାଟିକୁ ଗୁତୃରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲେ ଏବଂ ଏତଲା ଦେବାର ଛଅଦିନ ପରେନ ଅର୍ଥାତ ସୋମବାର ଦିନ ଫିରିଙ୍ଗିଆ ପୋଲିସ ଅଭିଯୁକ୍ତ ଅସୁତୋଷ ରଣା କୁ ଫୁଲବାଣୀ ସଦର ଥାନା ମିଣିଆ ଛକ ଠାରୁ ଗିରଫ କରିବାରେ ସଫଳ ହୋଇଥିଲେ । ଅନ୍ୟପଟେ ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ୨୩/୨୦୨୩ ରେ ପୋକସୋ ଅଧିନିୟମ ରେ ଏକ ମାମାଲା ରୁଜୁ କରି ଅଭିଯୁକ୍ତ ର ଡାକ୍ତରି ମାଇନା ପରେ ମଙ୍ଗଳବାର ଅଭିଯୁକ୍ତ ଜଣକୁ କୋର୍ଟଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା ଶୁଚନା ଦେଇଛନ୍ତି ଥାନା ଅଧିକାରୀ ତପନ କୁମାର ନାହାକ । ଅନ୍ୟପଟେ ଏହି ଘଟଣା କୁ ନେଇ ସାରା ଫିରିଙ୍ଗିଆ ଅଂଚଳ ରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଜଣେ ସାରିରିକ ଭିନ୍ନକ୍ଷମ ନାବାଳିକା ଙ୍କୁ ଦୁସ୍କର୍ମ କରିଥିବା ଯୁବକ ବିରୁରେ ଦୃଢ କାର୍ଯ୍ୟାନୁଷ୍ଟାନ ପାଇଁ ଦାବି କରିଛନ୍ତି ଅଂଚଳ ର ବୁିଜୀବି ଓ ଜନସାଧାରଣ । ଅନ୍ୟପଟେ ବିନା ଡାକ୍ତରି ପରାମର୍ଶ ରେ କିଭଳି ଭାବରେ ସାମ୍ପୃକକ୍ତ ଆଶା ଓ ଫୁଲବାଣୀ ଜିଲ୍ଲା ମୁଖ୍ୟାଳୟ ରେ କାର୍ଯ୍ୟରତ ଜଣେ ନର୍ସ ନାବାଳିକା ଜଣକୁ ଗର୍ଭପାତ କରିବା ପାଇଁ ଔଷଧ ଖାବଇକୁ ଦେଲେ ତାହା ଦତନ୍ତ ସାପେକ୍ଷ ବୋଲି ସାଧାରଣ ରେ ଚର୍ଚ୍ଚା ଯୋର ଧରିଛି ।


More Stories
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.