ବାଣପୁର :(ବିୟୁରୋ ରିପୋର୍ଟ )
ବାଣପୁର:- ବାଲୁଗାଁ ଅବକାରୀ ବିଭାଗ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବାଲେଡି ଛକ ନିକଟରେ ଚଢ଼ାଉ କରି ଜଣେ ଚୋ ଦେଶୀମଦ ବେପାରୀ କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ବିପୁଳ ପରିମାଣ ରେ ଦେଶୀମଦ ସମେତ ଏକ ବାଇକ୍ ଜବତ କରିଛି ଅବକାରୀ ବିଭାଗ। ସୂଚନା ମୁତାବକ ଆଜି ଅପରାହ୍ନ ସମୟରେ ବାଣପୁର ବାଲେଡି ଛକ ନିକଟରେ ଚୋରା ଦେଶୀମଦ କାରବାର ହେଉଥିବାର କୈାଣସି ସୂତ୍ରରୁ ଖବର ପାଇ ବାଲୁଗାଁ ଅବକାରୀ ବିଭାଗ ବାଲେଡି ଛକରେ ଚଢ଼ାଉ କରି କୋଶରଢା ଗ୍ରାମର ଲବ ଶବର (୨୩) ଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୨୨୫ ଲିଟର ଦେଶୀମଦ ସମେତ କଳା ରଙ୍ଗର ଏକ ପଲସର୍ ବାଇକ୍ ଜବତ କରି ଅବକାରୀ ଥାନାରେ ୭୨/୨୩-୨୪ ରେ ଏକ ମାମଲା ରୁଜ୍ଜୁ କରିବା ସହିତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବାର ବାଲୁଗାଁ ଅବକାରୀ ଅଧିକାରୀ ମନୋଜ ବାରିକ ସୂଚନା ଦେଇଛନ୍ତି ।।


More Stories
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.