ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କରିପୋର୍ଟ
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ଗ୍ରାମପଞ୍ଚାୟତ ମୁଣ୍ଡାପାଡ଼ା ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି ମାଳ ମାଳ ବିଅର ବୋତଲ ସରକାର ଛାତ୍ରଛାତ୍ରୀ ମାନଙ୍କ ନିମତେ ଶିକ୍ଷା ଦାନ ପାଇଁ ଅନେକ ପ୍ରକାର ଯୋଜନା କରିଥିବା ବେଳେ । ଏଇ ସ୍ଥାନରେ ପିଲାମାନଙ୍କର ଭବିଷତ ଅସୁରକ୍ଷିତ ଦେଖା ଯାଉଛି । ଅଙ୍ଗନାୱାଡ଼ି କେନ୍ଦ୍ର ଗୃହ ସମ୍ମୁଖରେ ବେଆଇନି ମଦ ଦୋକାନ ଥିବାରୁ ମଦ୍ୟପ ମାନେ ରାତିଦିନ ବସା ବାନ୍ଧିଛନ୍ତି । ଯାହାରି ଫଳରେ ବାରଣ୍ଡାରେ ବସି ମଦ ପିଉଛନ୍ତି । ଅଙ୍ଗନ ୱାଡ଼ି କର୍ମୀ ସକାଳ ପାଇଲେ ସବୁବେଳେ ମଦ ବୋତଲ ଫିଙ୍ଗିବାରେ ବ୍ୟସ୍ତ । ଅଙ୍ଗନାୱାଡ଼ି କେନ୍ଦ୍ରରେ ମୁଖ୍ୟ ଫାଟକ ନଥିବାରୁ.ଏଥିପାଇଁ ଘଟଣା ଘଟୁଛି ।
ଫାଟକ ତିଆରି କରିବା ନିମନ୍ତେ । ସିଡିପିଓ ଏବଂ ବିଡ଼ିଓ ଙ୍କୁ ଜଣେଇଲେ ମଧ୍ୟ କୌଣସି କାର୍ଯ୍ୟକାରୀ ହେଉନାହିଁ । ବୋଲି କହିଛନ୍ତି ମୁଣ୍ଡାପଡା ଅଙ୍ଗନାୱାଡ଼ି କର୍ମୀ ପ୍ରଭାତୀ ପ୍ରଧାନ



More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l