ବାଲିଗୁଡ଼ା ରୁ ଫିଲିପ କୁମାର ଦିଗାଲ ଙ୍କରିପୋର୍ଟ
ଦୀପ ତଳ ଅନ୍ଧାର ର ଜଳନ୍ତ ସାଜିଥିଲା 12ନମ୍ବର ୱାର୍ଡ ଗୁଳିମରାପଦା
ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ର 12 ନମ୍ବର କୁହା ଯାଉଥିବା ଗୁଳିମରାପଦା ଅନ୍ଧାର କୋଠରୀ ଭିତରେ l ସାହି ରାସ୍ତା କୁ ଯିବା ନିମନ୍ତେ ଲୋକ ମାନେ ଅସୁବିଧା ହେଉ ଥିଲେ
ବିଜ୍ଞାପିତ ଅଞ୍ଚଳ ରେ ସୀମିତ ରହିଯାଇଛି l ତାହା ର ବାସ୍ତବ ଚିତ୍ର ହେଉଛି 12ନମ୍ବର ୱାର୍ଡ ଗୁଳିମରାପଦା ଏବଂ ବଡ ଗାଁ ରାସ୍ତା ହିଁ ବୟନ୍ୟା କରୁଛି କି ବାସ୍ତବ ଚିତ୍ର କୁ l ରାଜ୍ୟ ସରକାର ଙ୍କ 22ବର୍ଷ ଶାସନ କାଳ ରେ କେତେ ଉନ୍ନତି କରିଛି ଓ କେତେ ଉନ୍ନତି କରିଥିବା କଥା ଡ଼ିମି ଡିମା କରୁଛି l ଏହି ଚିତ୍ର କୁ ଦେଖିଲେ ଜଣାପଡୁଛି l ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ରୋ 13ରୋ ଟି ୱାର୍ଡ କୁ ନେଇ ଗଠିତ ହୋଇଛି l କିନ୍ତୁ ଦୁଃଖ ଏବଂ ପରୀତାପ ବିଷୟ ବିଜ୍ଞାପିତ ଅଞ୍ଚଳ ରେ ପାତର ଅନ୍ତର ବା ପକ୍ଷ ପାତ ଚାଲିଛି l ତେଲିଆ ମୁଣ୍ଡ କୁ ତେଳ ଭଳି ରାସ୍ତା ଥିବା କିଛି ୱାର୍ଡ ମାନଙ୍କ ରେ ରାସ୍ତା ମରାମତି ହେଉଛି l କିନ୍ତୁ ଯେଉଁ ୱାର୍ଡ ରେ ରାସ୍ତା ଘାଟ ନଥିବା ରେ ଅଣଦେଖା କରା ଯାଉଛି l ତେବେ ଏହିଠି ପ୍ରଶ୍ନ ଉଠୁଛି ଗୁଳିମରାପଦା, 12ନମ୍ବର ବଡ ଗାଁ ଏକ ନଂ ୱାର୍ଡ ବିଜ୍ଞାପିତ ଅଞ୍ଚଳ ବାହାରେ କି ? ଯଦି ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ର 12 ଓ ଏକ ନମ୍ବର ୱାର୍ଡ ଗୋଟିଏ ଅଙ୍ଗ ତାହେଲେ ଏହି ସମସ୍ତରାସ୍ତା, ପାନୀୟ ଜଳ,ଓ ସରକାରୀ ସୁବିଧା ରୁ ଏତେ ଦୂରରେ ଅଞ୍ଚଳ ବାସୀ କଣ ପାଇଁ l ଚାଲିକି ଯିବା ପାଇଁ ମଧ୍ୟ ସୁବିଧା ନାହିଁ ଏଟି ସେଟି ଖାଲ ପାଣି ଜମିକି ରହିଛି ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ରେ ଉପଜିଲ୍ଲାପାଳ କାର୍ଯ୍ୟ ନିର୍ବାହ କରୁଛନ୍ତି ତଥାପି ଉନ୍ନତି କାର୍ଯ୍ୟ ହେଇ ପାରୁନି l କେବେ ରାସ୍ତା କାମ ହେବ ଅପେକ୍ଷା ରେ ଗୁଳିମରାପଦା 12 ନମ୍ବର ୱାର୍ଡ ବାସୀ
More Stories
ବ୍ଲକ ରେ ପାଳିତ ହେଲା ସ୍ୱଚ୍ଛତା ହିଁ ସେବା ଦିବସ l
ବେଗୁନିଆପଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଧାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ l
ବେଗୁନିଆପଡା ଵି ଡି ଓ ଙ୍କୁ ଗାଁ ସାଥି ସଂଘର ଦାବିପତ୍ର ପ୍ରଦାନ l