ବାଲୁଗାଁ ଆଞ୍ଚଳତେ ବାରମ୍ବାର ଚୋରି ହେଉଥିବାରୁ ଲୋକଙ୍କ ମନରେ କୋକୁଆ ଭୟ. କାଲି ବିଳମ୍ବିତ ରାତିରେ ଗୋପୀନାଥପୁର ଛକ ନିକଟସ୍ଥ ଦୁର୍ଗା ଶଙ୍କର ପ୍ରସାଦ ମିଶ୍ର ଙ୍କ ଘରୁ ଦୁର୍ବୁତ୍ତ ଘରର ମୁଖ୍ୟ ଗେଟ ଓ କବାଟ ଭାଙ୍ଗି ଘରକୁ ପଶିଥିଲେ ଘରେ ଥିବା ତିନୋଟି ଆଲମିରା ଭାଙ୍ଗି ସେତାରେ ଥିବା ସୁନା ଅଳଙ୍କାର ନଗଦ ଦଶହଜର ଟଙ୍କା ସହିତ ସେହିଘରେ ଥିବା ଗୋଟିଏ ଲାପଟପଓ ଗୋଟିଏ ସ୍କୁଟି ନେଇଯାଇଛନ୍ତି.

ମୃଦାନୀ ମିଶ୍ର ନିଜ ପରିବାର ର ଫକ୍ସନ ଥିବାରୁ ସେ କାଲି ପାନ୍ଥନିବାସ ରେ ଥିଲେ ଆଜି ସକାଳୁ ଫକ୍ସନ ସାରି ଘରକୁ ଫେରି ଦେଖିଲେ ତାଙ୍କର ମୁଖ୍ୟଗେଟଓ ଘରର ତାଲା ଭାଙ୍ଗିଛି ସେ ସଙ୍ଗେ ସଙ୍ଗେ ବାଲୁଗାଁ ଥାନାରେ ଅଭିଯୋଗ କରିଥିଲେ. ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି.ପକାଶ ଥାଉକି ଦୁଇ ସପ୍ତାହ ପୁର୍ବରୁ ସେହି ଜାଗାରେ ଦିନ ଦୁଇପହରେ ଘରର ତାଲା ଭାଙ୍ଗି ଲୁଟ ହୋଇଥିଲେ ମଧ୍ୟ ଆଜିଯାଏଁ ଲୁଟେରାଙ୍କ ପତା ମିଳୁନି l



More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.