ରିପୋର୍ଟ :ଫିଲିପ କୁମାର ଡିଗାଲ
କନ୍ଧମାଳ ଜିଲ୍ଲା କୋଟଗଡ଼ ଠାରେ ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେଇଛନ୍ତି 9 ମାସର ଗର୍ଭବତୀ l ଏହିଭଳି ଘଟଣା କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ରେ ଦେଖିବାକୁ ମିଳିଛି ଧାରଣା ଦେଇଥିବା ଗର୍ଭବତୀ ମହିଳା ଜଣଙ୍କ ସାଲିକି ବୁଡାଗୁଡା ଗ୍ରାମର ପ୍ରିୟଙ୍କା ଉଠାଣି ସିଂ ଙ୍କୁ ଜ୍ୟେତୁକ ନିର୍ଯ୍ୟତନା ଦେବା ସହ ମାରପିଟ ମଧ୍ୟ କରୁଥିବା କହିଛନ୍ତି ମହିଳା ଜଣଙ୍କ ଏନେଇ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ମହିଳା ନ୍ୟାୟ ପାଇ ପାରି ନଥିଲା ସେଥିପାଇଁ ପୋଷ୍ଟ ଅଫିସ ଜରିଆରେ କନ୍ଧମାଳ SP ତଥା ଉପର ଅଧିକାରୀ ଙ୍କୁ ମହିଳା ଜଣାଇ ଥିଲେ ମହିଳା ଜଣଙ୍କ କହିବା ଅନୁ ସାରେ ମୋର ସ୍ୱାମୀ ଉତ୍ତମ ଉଠାଣ ସିଂ ପଇସା ଦିଆନିଆ କରିଛନ୍ତି ସେଥିପାଇଁ ମତେ ନ୍ୟାୟ ମିଳିପାରିଲା ନାହିଁ ବୋଲି ଥାନା ସମୁଖ ରେ ଧରଣା ଦେବା ପାଇଁ ବାଧ୍ୟ ହେଲି କେବେ କାର୍ଯ୍ୟ ଅନୁଷ୍ଠାନ ନେଉଛି କୋଟଗଡ଼ ଥାନା ପୁଲିସ..


More Stories
Interstate Arms License Racket Busted by Rourkela Police.
ବାଇକ ସହ ସ୍କୁଟି ମୁହାଁମୁହିଁ ଧକ୍କା,ଦୁଇ ମୃତ, ଜଣେ ଗୁରୁତର, ଦୁଇ ଆହତ l
କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମୃତଦେହ ଠାବ ହୋଇଛି। କେନ୍ଦୁଝର ଜିଲ୍ଲା ଘଟଗାଁ ଜଙ୍ଗଲରେ।