ଚିଲିକା :ବାଲୁଗାଁ ଅବକାରି ବିଭାଗ ତରଫରୁ ଆଜି ବାଣପୁରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୩୫ ଲିଟର ଦେଶିମଦ ସହ ଗୋଟିଏ ବାଇକ ଓ ତିନିଜଣ ଅଭିଯୁକ୍ତଙ୍କୁ ବାଲୁଗାଁ ଅବକାରୀ ବିଭାଗ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ । ଗାଲୁଆ ଗ୍ରାମ ପଞ୍ଚାୟତ ଭୀମପୁର ଗ୍ରାମ ବଡ ପାଟଣା ସାହିର ପ୍ରତିମା ଦେଇ , ଦାମିଆଁ ବରବରା ପଞ୍ଚାୟତର ଗାଙ୍ଗୁଲି ଶବର ଓ ଭଗବାନ ଶାସମଲ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ମିଳିଛି । ଏମାନଙ୍କ ନାମରେ ଅବକାରିବିଭାଗ ୫୧/୨୩ -୨୪ ;୫୨/୨୩ – ୨୪ ଓ ୫୩/୨୩ – ୨୪ ରେ ଭିନ୍ନଭିନ୍ନ ମାମଲା ରୁଜକରି ତିନି ଜଣଙ୍କୁ କୋଟ ଚାଲଣ କରିଛି !!
୧୩୫ ଲିଟର ଦେଶୀ ମଦ ସହ ବାଇକ୍ ଜବତ ୩ ଜଣ ଗିରଫ !!


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.