(କପିଳେଶ୍ଵର ସିଂହଙ୍କ ରିପୋର୍ଟ)
ଦିନ କୁ ଦିନ ଖୋର୍ଦ୍ଧା ଜିଲ୍ଲାରେ ବେଧଡକ ଭାବେ ଚାଲିଛି ନଶାକାରବାର,ଏହାକୁ ରୋକିବା ପାଇଁ ଅଣ୍ଟା ଭାବିଛି, ଖୋର୍ଦ୍ଧା ଅବକାରୀ ବିଭାଗ।ଆଜି ଖୋର୍ଦ୍ଧା ଓ ଟାଙ୍ଗି ଅବକାରୀବିଭାଗ ମିଳିତଭାବେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀଓବିଦେଶୀ ମଦ ଜବତ କରିବା ସହ ଛ ଜଣଙ୍କୁ ଗିରଫ କରିଛନ୍ତି।ଗିରଫ ଅଭିଯୁକ୍ତମାନେ ହେଲେ ଟାଙ୍ଗୀ ଥାନା ବଡପାରୀ ଗ୍ରାମର ହିତେଶ ବିଶ୍ଵାଳ, ନିରାକାରପୁର ଥାନା ସାନଗୋବିନ୍ଦ ପୁରର ରୀତାଞ୍ଜଳୀ ଜେନା,ଜଙ୍କିଆ ଥାନା ଛଣଗିରି ଗ୍ରାମର ରିଲୁ ପ୍ରଧାନ,ଟାଙ୍କୋଳଗ୍ରାମର ବ୍ରଜକିଶୋର ସାହୁ,କମାଗୁରୁର ସଂଗ୍ରାମ ବାରିକ ଓ ଯଦୁମଣି ରଣସିଂହ।ସମସ୍ତଙ୍କୁ ଗିରଫକରି ଅବକାରୀବିଭାଗ କୋର୍ଟ ଚାଲାଣକରିଛି, ଆଗାମୀଦିନରେ ଏହାକୁ ଯୋରଦାର କରାଯିବବୋଲି ଅବକାରୀବିଭାଗ ପକ୍ଷରୁ କୁହାଯାଇଛି ।



More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.