ବାଣପୁର:- ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଆଉ ଏକ ଅଭାବନୀୟ ଘଟଣା। ଆଜି ଅପରାହ୍ନ ସମୟରେ ବାଣପୁର ବାଲେଡି ମୁକ୍ତଦେଇ ପୁର କେନାଲ ରେ ଜଣେ ଅଚିହ୍ନା ବୃଦ୍ଧ ଙ୍କ ମୃତ ଦେହ ଭାସୁଥିବା ର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ବାଣପୁର ଅଗ୍ନିଶମ ବାହିନୀ କି ଖବର ଦେବା ସହ ବାଣପୁର ପୋଲିସ କୁ ଖବର ଦେଇଥିଲେ। ବାଣପୁର ପୋଲିସ ଶବକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି। ମୃତ ବୃଦ୍ଧ ଜଣଙ୍କ ବୟସ ଆନୁମାନିକ ୫୦ ରୁ ଉର୍ଦ୍ଧ ହେବ ବୋଲି ଜଣା ପଡ଼ୁଛି l
ବାଣପୁର ବାଲେଡି ମୁକ୍ତଦେଇ ପୁର କେନାଲ ରୁ ଅଚିହ୍ନା ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର l


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.