ବାଣପୁର (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଆୟତ୍ତପୁର ଗ୍ରାମ ପଞ୍ଚାୟତ ଓଡେଇଶୁନି ମନ୍ଦିର ପରିସରରେ ଆଜି ରାଜ୍ୟ ସରକାର ଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହେବା ପୂର୍ବରୁ ବିଜେପି ସରପଞ୍ଚ ଙ୍କ ମନମୁଖୀ, ମହିଳା ମାନଙ୍କୁ ଅସଭ୍ୟ ଭାଷା ପ୍ରୟୋଗ କରିବା ଓ ବିଜେପି ଦଳିଅ ପତାକା ଲଗାଇଥିବାରୁ ସ୍ଥାନୀୟ ଏସଏଜି ମା ମାନଙ୍କ ଦ୍ଵାରା ଘୋର ପ୍ରତିବାଦ କରାଯାଇ ସଭା କାର୍ଯ୍ୟକ୍ରମ ବନ୍ଦ କରାଜାଇଥିଲା l ମା ମାନଙ୍କର ଖାଇବା ଓ ପାନିଅ ଜଳର କୌଣସି ଵେବସ୍ତା କରାଯାଇନଥିବାରୁ ହଜାରୁ ଉର୍ଦ୍ଧ ଏସଏଜି ମହିଳା ମାନେ ଉତ୍ତର୍ଜିତ ହୋଇ ସଭା ମଝିରୁ ସଭାଛାଡି ବାହାରକୁ ପଳେଇଆସିଥିଲେ ପରିଶେଷରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିଲା l
ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ବାଣପୁର ଆୟତ୍ତପୁର ରେ ଦେଖାଦେଇଛି ବିଶୁଙ୍ଖଳା l


More Stories
ଟାଙ୍ଗୀ ଅଞ୍ଚଳ ପାଇଁ ଗୈ।ରବ ଆଣିଲେ ରିୟାଂସ
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ