ବାଣପୁର:- ମ୍ୟାଜିକ ଭିଡିଓ ମାଧ୍ୟମରେ ସ୍ଵାଧୀନତା ଦିବସର ଶୁଭେଚ୍ଛା ଜଣେଇ ଲେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ଜଣାଶୁଣା ଯୁବ ସାମ୍ବାଦିକ ତଥା ସମାଜସେବୀ ରାକେଶ ସାହୁ ! ମଙ୍ଗଳବାର ଦିନ ସାରା ଦେଶରେ ସ୍ୱାଧୀନତାର ୭୬ବର୍ଷ ପୂର୍ତ୍ତି ଅବସରରେ ଆଜାଦି କି ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ସାରା ରାଜ୍ୟରେ ୭୬ ତମ ସ୍ବାଧିନତା ଦିବସ ପାଳନ ହେବାକୁ ଯାଉଛି ।
ବାଣପୁରର ଯୁବ ସାମ୍ବାଦିକ ରାକେଶ ସାହୁଙ୍କ ନିଜ ଭିତରେ ଲୁଚି ରହିଥିବା ଆଉ କଳା ମ୍ୟାଜିକ। ରାକେଶ ମଧ୍ୟ ଭଲ ମ୍ୟାଜିକ କରନ୍ତି। ୭୬ ତମ ସ୍ବାଧିନତା ଦିବସ ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣ ଙ୍କୁ ନିଜର ଏକ ମ୍ୟାଜିକ ଭିଡିଓ ମାଧ୍ୟମରେ ଶୁଭେଛା ଜଣେଇ ଥିବାର ରାକେଶଙ୍କ ଏକ ମ୍ୟାଜିକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି l


More Stories
ଆମରିସତ୍ୟ ବିକାଶ ପରିଷଦର ଓଡ଼ିଆ ପକ୍ଷ ପାଳନ।
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଖୋରଧା l
ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୂର୍ତ୍ୟ |