ବୌଦ୍ଧ,,, ( ଚିତ୍ତରଞ୍ଜନ ସିଂହ )
ଏହି ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ବନ୍ଧାପଥର ପଂଚାୟତର ଗୁଡ଼ପଡା ଗ୍ରାମର , ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରରେ , ମିଳିଥିବା ସୂଚନା ଅନୁସାରେ ଏହି ବିଦ୍ୟଲୟରୁ ଉଦ୍ଧାର କରି ଗ୍ରାମ ବାସୀ ଏକ 5ପୁଟର ବିଷଧର ନାଗ ସାପ , ଗ୍ରାମରେ ରାସ୍ତା କାମ ଚାଲୁଥବା ସମୟରେ ପଣିପାଇଁ ଗ୍ରାମବାସୀ ସ୍କୁଲ ପରିସର ଭିରକୁ ପଶି ଥିଲେ । ସେହି ସମୟରେ ସ୍କୁଲ ଭିତରୁ ଏହି ସାପଟି ବାହାରୁ ଥିବାରୁ ଗ୍ରାମ ବାସୀ ଦେଖି ଥିଲେ ଓ ଏହାକୁ ଦେଖି ତାଙ୍କ ପାଖରେ ଥିବା ବେଲଚା ମାଧ୍ୟମରେ ପ୍ରଥମେ ସାପ ଟୀକୁ ଚାପି ଧରି , ଡ଼ବାରେ ଭର୍ତି କରି ଉଦ୍ଧାର କରିଥିଲେ । ଶନିବାର ଦିନ ହୋଇଥିବାରୁ କିଛି ସମୟ ଆଗରୁ ସ୍କୁଲ ଛୁଟି ହୋଇଥିବାରୁ ଛାତ୍ରଛାତ୍ରୀ ଘରକୁ ପଳାଇ ଯାଥିଲେ । ସେଥି ପାଇଁ କୋଣ ସି ଅଘଟଣ ହେବାରୁ ଆଜି ଛତ୍ରଚତ୍ରୀ ବଡ଼ ଆଘଟଣ ହେବା ଆଗରୁ , ବର୍ତ୍ତି ଯାଇଛନ୍ତି । ଗ୍ରାମ ବାସୀଙ୍କ କହିବା ଅନୁଯାୟୀ ଏହି ବିଦ୍ୟାଳୟ ସବୁସମୟରେ ଅଳିଆ ଆବର୍ଜନାରେ ପୁରୀ ରହୁଛି । ସେଥି ପାଇଁ ଏଠାରେ ବିଷଧର ସାପ ବାହାରୁ ଛନ୍ତି । କିନ୍ତୁ ଏବିଷୟରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି । ସେଥି ପାଇଁ ଏହାର ତୁରନ୍ତ ସମାଧାନ ପାଇଁ ଦାବି ଜଣାଇ ଛନ୍ତି ଗ୍ରାମ ବାସୀ ।


More Stories
ଶ୍ରୀଗୌର ଜୟନ୍ତୀ ଏବଂ ବୈସ୍ନବାନନ୍ଦ ସରସ୍ଵତୀ”ଙ୍କ ଜୀବନୀ ପୂସ୍ତକ ତ୍ରୟ ଉନ୍ମୋଚିତ ଓ ଲୋକାର୍ପଣ ।
କବିରାଜ ଶିବରାମ ନନ୍ଦଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକର ଛାୟା ବାତାବରଣ।
ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ l