ରିପୋର୍ଟ :ଫିଲିପ କୁମାର ଡିଗାଲ
କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ମାଦାଗୁଡ଼ା ଗ୍ରାମ ପଞ୍ଚାୟତ ର ତଳ ମଧୁଗୁଡ଼ା ଗ୍ରାମ ର ବସନ୍ତ ପାରାସେଟଙ୍କ ପୁଅ ନକୁଳ ପାରାସେଟ,ବଜେବନ ମଣ୍ଡଳ ଙ୍କ ଝିଅ କୁସୁମୀ ମଣ୍ଡଳ ବୟସ 17 ଆଶାରାମ ବାପୁଜୀ କଲେଜ ର +2 ପ୍ରଥମ ବର୍ଷ ର ଛାତ୍ରୀ ଙ୍କୁ ଅପୋହୋରଣ କରିବା ସହିତ ବାରମ୍ବାର ବଳତ୍କାର କରିଥିବା ନେଇ କୋଟଗଡ ଥାନାରେ ଏକ ଏତଲା ଦେଇଛନ୍ତି ପରିବାର ଲୋକେ,ବର୍ତ୍ତମାନ କୋଟଗଡ଼ ପୋଲିସ କେସ ନମ୍ବର 116/23/ରେ ଏକ ମାମଲା ରୁଜୁ କରିଥିବା କହିଛନ୍ତି କୋଟଗଡ଼ ଥାନା ଅଧିକାରୀ, ଅଭିଯୁକ୍ତ ନକୁଳ ପରାସେଟ ନାବାଳିକା ଙ୍କୁ କୋଟଗଡ଼ ଜଗନ୍ନାଥ ମନ୍ଦିରରୁ ଉଠାଇ ବାଲିଗୁଡ଼ା ପରେ ବ୍ରହ୍ମପୁର ନେଇ ଯାଇଥିଲେ ସେହି ସ୍ଥାନ ରେ 16 ଦିନ ରହି ବିଭିନ୍ନ ପ୍ରକାର ରେ ନାବାଳିକା ଙ୍କୁ ଧମକ ଚମକ ଦେଇ ଶାରୀରିକ ସମ୍ପର୍କ ରଖି ଆସୁଥିବା କହିଛନ୍ତି ନାବାଳିକା,ଯେଉଁ ଦିନ ଝିଅ କଲେଜ ରୁ ଘରକୁ ଫେରିନଥିଲା ପରିବାର ଲୋକ ନିଜ ସମ୍ପର୍କ ଙ୍କ ଘରେ ଖୋଜାଖୁଜି କରିଥିଲେ କିନ୍ତୁ ଝିଅର ସନ୍ଧାନ ମିଳି ନଥିବାରୁ କୋଟଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ,କିଛି ଦିନ ପରେ କୋଟଗଡ଼ ପୋଲିସ ପହଞ୍ଚିଥିଲା ମାଦାଗୁଡ଼ା ପଞ୍ଚାୟତ ର ତଳ ମଧୁଗୁଡ଼ା ଗ୍ରାମ ବସନ୍ତ ପରାସେଟ ଙ୍କ ଘରେ ପୋଲିସ ପଚରା ଉଚରା କରିଥିଲା, ପୋଲିସର ତନାଘନା ଦେଖି ପରିବାର ଲୋକ ନକୁଳ ଙ୍କୁ ଫୋନ ମାଧ୍ୟମ ରେ ଡାକିଥିଲେ କିନ୍ତୁ ନକୁଳ ପରାସେଟ ଝିଅ ନାବାଳିକା ଙ୍କୁ ବାଲିଗୁଡ଼ା ରେ ଛାଡ଼ି ଫେରାର ମାରିଥିବା ନାବାଳିକା ର ପରିବାର କହିଛନ୍ତି ଅପେକ୍ଷା ରେ ପରିବାର, କେବେ ପୋଲିସ ଧରି ପାରୁଛି ସେହି ଦୁଷ୍କର୍ମି ନକୁଳ ପରାସେଟ କୁ ତାହା ଦେଖିବାକୁ ବାକିରହିଲା l


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.