ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ l କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ NH 59ଜାତୀୟ ରାଜପଥ M ରାମପୁର ଛକ ରୁ ତୁମୁଡ଼ିବନ୍ଧ ବଜାର ଠାରୁ ଆରମ୍ଭ କରି କୋଟଗଡ଼ ରୁ ମୁନିଗୁଡ଼ା ପର୍ଯ୍ୟନ୍ତ ରାସ୍ତା ରେ ଶତାଧିକ ଖାଲଖମା ହୋଇ ଶୋଚନୀୟ ହୋଇ ପଡ଼ିଛି ରାସ୍ତା ରୁ ମେଟାଲ ପିଛୁ ଉଠି ଯାଇ ବଡ଼ ବଡ଼ ଗର୍ତ୍ତମାନ ସୃଷ୍ଟି ହୋଇଛି ଏହି ରାସ୍ତା ଦେଇ ଯାତାୟତ ଯାତ୍ରୀ ବହୁବାର ଦୁର୍ଘଟଣା ର ସମୁଖୀନ ହେଉଛନ୍ତି ଏହି ରାସ୍ତାର ଅବସ୍ଥା ଦେଖି ତୁମୁଡ଼ିବନ୍ଧ ଅଞ୍ଚଳ ବାସୀ ଜିଲ୍ଲା ପ୍ରଶାସନ ଙ୍କୁ ଅବଗତ କରିଥିଲେ ମଧ୍ୟ ଏହି ପର୍ଯ୍ୟନ୍ତ ରାସ୍ତା ମରାମତି ହେଉ ନ ଥିବା କହିଛନ୍ତି ଅଞ୍ଚଳ ବାସୀ ଏହି ରାସ୍ତା ଦେଇ କୋଟଗଡ଼, ମୁନିଗୁଡ଼ା, ରାଇଗଡ଼ା, କରାପୁଟ, ଜଇପୁର, ଯାଉଛି ଗାଡ଼ି କିନ୍ତୁ ଏହି ରାସ୍ତା ଉପରେ ନଜର ନାହିଁ କାହାର ଦେଖନ୍ତୁ କିପରି ଖାଲଖମା ରହିଛି l
ତୁମୁଡ଼ିବନ୍ଧ ଆମ୍ବେଦକର ଛକ ଠାରୁ ମୁନିଗୁଡ଼ା ରାସ୍ତା ଶୋଚନୀୟ l


More Stories
ଦୁଇଟି ଯୁବତୀଙ୍କୁ ଅସଦାଚରଣ କରି ନିସ୍ତୁକ ମାଡ ଖାଇଲେ। ଜଣେ ମୃତ ଆଉଜଣେ ଚିକିତ୍ସାଧୀନ।
ସାନଖେମୁଣ୍ଡୀ ପ୍ରେସ କ୍ଲବ ପକ୍ଷରୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ
ଅଭାବନିୟ ଘଟଣା ଦେଖିବାକୁ ମିଳିଲା କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ।