ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ ଶିଶୁ ମହୋଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ଏହି ମହୋଉତ୍ସବ ରେ ତୁମୁଡ଼ିବନ୍ଧ ବ୍ଲକ ର ପ୍ରତ୍ୟକ ସ୍କୁଲ ଶିକ୍ଷକ, ଶିକ୍ଷତ୍ରୀ ଏବଂ ଛାତ୍ର ଛାତ୍ରୀ 400ରୁ ଉର୍ଦ୍ଧ ଅଂଶ ଗ୍ରହଣ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଉଭୟେ ବରିଷ୍ଟ ଏବଂ କନିଷ୍ଟ ବିଭାଗ ସହିତ ମୋଟ ପାଞ୍ଚଟି ପ୍ରତି ଯୋଗିତା ଅନୁଷ୍ଠିତ ଜଥା ଚିତ୍ରା ଙ୍କ, ସାଧାରଣ ଜ୍ଞାନ ବକୃତା ନୃତ୍ୟ ଓ ସଙ୍ଗୀତ ପ୍ରଭେଷଣ ହୋଇ ଥିଲା ଏଥିରେ ମୁଖ୍ୟ ଅଥିତି ଭାବେ ତୁମୁଡ଼ିବନ୍ଧ ପଞ୍ଚାୟତ ସମିତି ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଲକ୍ଷ୍ମଣ ଚରଣ ସୋରେନ୍ନ ,ତୁମୁଡ଼ିବନ୍ଧ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ ଗଡି ତୀୟା, ପ୍ରାଥମିକ ଶିକ୍ଷକ ସଙ୍ଗ ଜିଲ୍ଲା ସଭାପତି ଶ୍ରୀ କୁମର ପରା ସେଟ, ଶ୍ରୀ ଦାରା ସିଂ ବାରିକ, ତୁମୁଡ଼ିବନ୍ଧ ବ୍ଲକ ଅଧକ୍ଷା ଶ୍ରୀମତୀ ବାସନ୍ତୀ ମାଝୀ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସହ କରିଥିଲେ l
More Stories
ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ
ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ।
ବଡ଼ ମଣିଷ ନୁହେଁ ଭଲ ମଣିଷ ହେବା ଆବଶ୍ୟକ ; ବିଧାୟକ