ରିପୋର୍ଟ :-ଜଗନ୍ନାଥ ମହାନ୍ତ
ଆଜି ଭିମକାଣ୍ଡ ଗାଁ ହାଟ ନିକଟରେ ଭୁଜାଲି ଓ ବନ୍ଧୁକ ଦେଖାଇ ଲୁଟିନେଲେ 50 ହଜାର ଟଙ୍କା ସହିତ ଲାପଟପ ଓ ମୋବାଇଲ।ସୂଚନା ଅନୁଯାୟୀ ରତନ ଖୁଣ୍ଟିଆ ନାମକ ଯୁବକ ଆକୁଳ ଗାଁ ଏଟିଏମ ରୁ ଟଙ୍କା ଉଠାଇ କରଦାଙ୍ଗି ଗାଁରେ କରିଥିବା ମିନିବ୍ୟାଙ୍କ କୁ ଫେରୁଥିବା ବେଳେ ପଲ୍ସର ବାଇକ ରେ ଦୁଇଜଣ ଦୁର୍ବୃତ୍ତ ଆସି ରତନ କୁ ଅଟକାଇ ଥିଲେ ଏବଂ ଭୁଜାଲି ଓ ବନ୍ଧୁକ ଦେଖାଇ ତାଙ୍କ ଠାରୁ ଟଙ୍କା ଓ ଲାପଟପ ନେଇ ବାଇକ ରେ ପଳାଇ ଯାଇଥିଲେ।ଖବର ପାଇ ତେଲକୋଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ନାକାବନ୍ଦି କରି ଚେକିଂ ଆରମ୍ଭ କରିଛି।


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.