ରିପୋର୍ଟ :- ଜଗନ୍ନାଥ ମହାନ୍ତ
କେନ୍ଦୁଝର ଜିଲ୍ଲା 49ନମ୍ବର ଜାତୀୟ ରାଜପଥ ଜନସନ ପୁର ଟଲଗେଟର 100ମିଟର ପାର୍କିଂ ନିକଟ ରୁ ଡକାୟତି , ସୂଚନା ମୁତାବକ ଟୋଲ ଗେଟ ନିକଟ ପାର୍କିଂ ମଧ୍ୟରେ ଏକ ଟଲର ଗାଡି କୁ ସାଇଡ କରି ଗାଡିର ଡ୍ରାଇଭର ନିଦରେ ଶୋଇ ପଡ଼ିଥିବା ବେଳେ l ଏହାର ସଯୋଗରେ ନିକଟରେ ଥିବା ପମ୍ପଚର ମରା ଟାୟାର ଦୋକାନୀ ଗାଡ଼ିରେ ଚଢି ଡ୍ରାଇଭର ଠାରୁ ମୋବାଇଲ ସାଙ୍ଗକୁ ମନିପ୍ରସ ନେଇ ନେଇ ଚମ୍ପଟ ମାରୁଥିବା ସମୟରେ ଡ୍ରାଇଭର ଜାଣିପାରି ଥିଲେ ଫଳରେ ପ୍ରତିବାଦ କରିବାରୁ ଡ୍ରାଇଭର ଙ୍କୁ ବାଡ଼ିରେ ବାଡେଇ ଛୁରୀ ଦେଖାଇ ଥିଲେ, ଡ୍ରାଇଭର ଜଣକ ଜୋରରେ ପାଟି କରିବାରୁ କିଛି ଡ୍ରାଇଭର ଗାଡ଼ିରୁ ଓଲ୍ଲାହିଁ ଡ୍ରାଇଭର କୁ ଉଦ୍ଧାର କରିବା ସହିତ ଚୋର କୁ ଧରି ଥିଲେ,ଡ୍ରାଇଭର ଙ୍କ କହିବା ଅନୁସାରେ ମୋନିପ୍ରସ ରେ 20ହଜାର ଟଙ୍କା ଥବା କଥା କହିଥିଲେ,କିଛି ଡ୍ରାଇଭର ସଦସ୍ୟ ଉକ୍ତ ବ୍ୟକ୍ତି କୁ ଚିକିତ୍ସା ନିମନ୍ତେ ତେଲକୋଇ ମେଡିକାଲ କୁ ଆଣିବା ସଙ୍ଗେ ଚୋର କୁ ପୋଲିସ ଜିମା ଦେଇଥିଲେ. ଜଣା ପଡିଛି କି ଡ୍ରାଇଭର ଜଣକ ବିହାର ରାଜ୍ୟର ଅଟେ ତେବେ ଓଡିଶା ଡ୍ରାଭର ମହାସଙ୍ଗ ର ଏକତା ଯୋଗୁଁ ଆଜିଏକ ଜ୍ୱଳନ୍ତା ଉଧାହାହାରଣ ଦେଖିବାକୁ ମିଳିଛି l


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.