( ବିୟୁରୋ ରିପୋର୍ଟ )
ସୂଚନା ମୁତାବକ ପୁରୀ କ୍ରିଷ୍ଣା ହଲ ଫିଲ୍ମ ପାଇଁ ସାଧାରଣ ଲୋକ ଟିକେଟ କାଟୁଥିବା ସମୟରେ ଭିଡ଼ ଯୋଗୁଁ ହଇରାଣହରକତ ହେବାକୁ ପଡିଥିଲା l ଏହାର ସୁଯୋଗ ପାଇଁ କଳାବଜାରୀ କରି ଟିକେଟ ଦାମ ଠାରୁ ଅଧିକ500 ଟଙ୍କା ରେ ଜୋର ଜବରଦସ୍ତ କରୁଥିଲେ l କିନ୍ତୁ ସାଧାରଣ ଲୋକ ଅସନ୍ତୁଷ୍ଟ ହୋଇଥିବା ଜଣାପଡିବା ପରେ ଆକ୍ସନ ମୂଡ଼ରେ ପୁରୀ ଟାଉନ ପୋଲିସ, ସେଠାରୁ ଧରିବାରେ ତିନିଜଣ ବ୍ୟକ୍ତିଙ୍କୁ ସେମାନେ ହେଉଛନ୍ତି ଗୁଡ଼ିଆ ସାହିର ପ୍ରଫୁଲ୍ଲ ନାୟକଙ୍କ ପୁଅ ରବିନାୟକ ବୟସ 25,ପାର୍ବତୀ ପୁରର ରମେଶ ପୁଷ୍ଟିଙ୍କ ପୁଅ ବିଶ୍ୱଜିତ ପୁଷ୍ଟି ବୟସ 23,ନରସିଂହପୁଷ୍ଟି ଙ୍କ ପୁଅ ଅର୍ଜୁନ ପୁଷ୍ଟି ଙ୍କୁ ପୋଲିସ ଧରିବା ସହିତ କେସ ନମ୍ବର 270/23ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ପୁରୀ ଟାଉନ ପୋଲିସ l


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.