ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ
ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ବସ୍ ସହ ଟ୍ରକ ଧକ୍କା। ୧୬ ନ ଜାତୀୟ ରାଜପଥ ରେ ଘଟିଛି ଦୁର୍ଘଟଣା। ଗୁଡ଼ାରୀ ରୁ ୪୨ଜଣ ଯାତ୍ରୀ ଙ୍କୁ ନେଇ ଆସୁଥିବା ବସ୍ ଖୋର୍ଦ୍ଧା ଉପକଣ୍ଠ ଗଡ ଖୋର୍ଦ୍ଧା ଛକ ନିକଟରେ ଛିଡ଼ା ହୋଇଥିବା ବେଳେ ହାଇୱେ ଆ ପଛରୁ ଧକ୍କା ଦେଇଥିଲା। ବସ ରେ ଥିବା ୧୭ଜଣ ଯାତ୍ରୀ ଙ୍କ ଆହତ ହୋଇଥିଲେ । ଯାତ୍ରୀ ମାନେ ପୁରୀ ଅଭିମୁଖେ ଯାଉଥିବା ଜଣାପଡିଛି। ଜିଲ୍ଲା ପ୍ରଶାସନ ତରଫରୁ ଯାତ୍ରୀ ମାନଙ୍କୁ ଆବଶ୍ୟକୀୟ ସହଯୋଗ, ଚିକିତ୍ସା ପ୍ରଦାନ କରାଯାଇଛି। ସମସ୍ତ ଯାତ୍ରୀ ମାନେ ସୁସ୍ଥ ଅଛନ୍ତି। ପୋଲିସ ବସ ଏବଂ ଟ୍ରକ କୁ ଜବତ କରି ତଦନ୍ତ ଚଳାଇ ଛନ୍ତି।


More Stories
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ ମକର ସଙ୍କ୍ରାନ୍ତି ପାଳିବା ସହିତ, ଗ୍ରନ୍ଥ ଲୋକାର୍ପଣ କଲେ।
କୁଖ୍ୟାତ ଡକାୟତ ନିରଞ୍ଜନ ସ୍ୱାଇଁକୁ ଧରିଲା ଧଉଳି ପୋଲିସ।
ସର୍ବଭାରତୀୟ ଓପନ କୋରାଟେରେ ମହମ୍ମଦ ଓକିଲଙ୍କ ସର୍ଣ୍ଣ ପଦକ ହାସଲ।