ରିପୋର୍ଟ :ରବି ନାରାୟଣ ସାହୁ
ଖୋର୍ଦ୍ଧା ଜ଼ିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଗ୍ରାମ ରେ ଥିବା ବିବେକାନନ୍ଦ ୟୁଥ କ୍ଲବ ର 31 ତମ ପ୍ରତିଷ୍ଠା ଦିବସ ଓ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଓଡିଶା ମୋ ପରିବାର ର ମୁଖ୍ୟ ଅରୂପ ମୋହନ ପଟ୍ଟନାୟକ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l ସେ ତାଙ୍କ ବକ୍ତବ୍ୟ ରେ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢେ ଚାରି କୋଟି ଜନତା ଙ୍କ ଯେଉଁ ଗୁରୁଦାୟିତ୍ୱ ତାଙ୍କୁ ଦେଇଛନ୍ତି ତାର ଲାଭ ବୋଲଗଡ, ବେଗୁନିଆ ବାସୀ ଉଠେଇ ବାକୁ ସେ ଆହ୍ୱାନ ଦେଇଥିଲେ l
ଏହି ଉତ୍ସବ ରେ ଅନ୍ୟତମ ଅତିଥି ଭାବରେ ରାଜ୍ୟ ବିଜୁ ଜନତା ଦଳ ର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସାହୁ, ସମାଜସେବୀ ବ୍ରଜ ବନ୍ଧୁ ସୁବୁଦ୍ଧି, ବରିଷ୍ଠ ସାମ୍ବାଦିକ ରାମ ଚଣ୍ଡୀ ପ୍ରସାଦ ରଣସିଂହ, ସମାଜସେବୀ ଅରବିନ୍ଦ ରାୟ,, ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମାଣ୍ଡୋଇ,, ସୁଶୀଲ କୁମାର ଡାଲସିଂହରାୟ, ଆରତ ଚନ୍ଦ୍ର ମାଝୀ, ସରପଞ୍ଚ ହୀରାପୁର ଗ୍ରାମପଞ୍ଚାୟତ, ପ୍ରମୋଦ କୁମାର ଦଳେଇ, ସରପଞ୍ଚ, ବୋତଳମା, ଗ୍ରାମପଞ୍ଚାୟତ, ବିରେଶ କୁମାର ରାଜଗୁରୁ, ସରପଞ୍ଚ ଟାଙ୍କଳ, ଗ୍ରାମପଞ୍ଚାୟତ, ଲିଲା ସ୍ୱାଇଁ, ସରପଞ୍ଚ, ଶାଗଡ଼ଭଙ୍ଗା, ଗ୍ରାମପଞ୍ଚାୟତ, ଦମୟନ୍ତୀ ସାମନ୍ତରାୟ, ସରପଞ୍ଚ, ହଜ, ଗ୍ରାମପଞ୍ଚାୟତ, ସନ୍ତୋଷୀ ରାୟ, ସରପଞ୍ଚ, ସିକୋ ଗ୍ରାମପଞ୍ଚାୟତ, ଅଞ୍ଜଳି ସାହୁ, ସମିତି ସଭ୍ୟା ସିକୋ ଗ୍ରାମପଞ୍ଚାୟତ, ପ୍ରଶାସନିକ ଅଧିକାରୀ ଗୋପାଳ କୃଷ୍ଣ ରାଉତରାୟ,ଲିପା ଦଳେଇ, ବିଦୁସ୍ମିତା ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ l ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନିୟ ଅବଦାନ ପାଇଁ ସୁଶ୍ରୀ ଲିପାଲି ଗଡବାଡ଼, ହଟ ନାଥ ମଙ୍ଗରାଜ, ଭାସ୍କର ଚନ୍ଦ୍ର ଦଳସିଂହରାୟ ଙ୍କୁ ମୁଖ୍ୟଅତିଥି ଅରୂପ ମୋହନ ପଟ୍ଟନାୟକ ସମାଜ ସେବୀ ବ୍ରଜ ବନ୍ଧୁ ସୁବୁଦ୍ଧି ଙ୍କ ଉପସ୍ଥିତି ରେ ସମ୍ବର୍ଦ୍ଧିତ କରିଥିଲେ l ମଞ୍ଚ ପରିଚାଳନା କରିଥିଲେ ଭକ୍ତି ଭୂଷଣ l
More Stories
ଶଙ୍କରରେଶ୍ୱରଙ୍କ ବିଶ୍ଵଶାନ୍ତି ମହାଯଜ୍ଞରେ ସ୍ଵେଚ୍ଛାସେବୀ ରକ୍ତଦାନ ଶିବିର ।
ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନିହାର ରଞ୍ଜନ କହଁର, ଓ. ପ୍ର. ସେ ଯୋଗଦାନ କରିଛନ୍ତି l
ପରମାନନ୍ଦ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ଲାଷ୍ଟିକ ବର୍ଜନ ସଚେତନତା ଶୋଭାଯାତ୍ରା ।