କପିଳେଶ୍ଵରସିଂହଙ୍କରିପୋର୍ଟ
ନିରାକାରପୁର, ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମର ହରିବନ୍ଧୁ ପାଇକରାୟ 100 ବର୍ଷ ଜନ୍ମ ଦିବସ ମହାଡ଼ମ୍ବରରେ ପାଦୁକାଇ ମନ୍ଦିରରେ ପାଳିତ ହେଇଥିଲା! ହରିବନ୍ଧୁ ପାଇକରାୟ ଜଣେ ମେଳାପୀ ଓ ପରଉପକାରୀ ମଣିଷ! ଆଜି ବନ୍ଧୁ ପାରିବରବର୍ଗଙ୍କ ସହ ଆନନ୍ଦ ଉଲ୍ଲାସରେ ଦିନଟି କଟିଥିଲା!
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l