ତେଲକୋଇ :- ଗଣପତି ୟୁଥକ୍ଳବ ସମାକୁଦ ଆନୁକୂଲ୍ୟରେ ଚାଇଲଫୋଣ୍ଡ ସି. ଡ଼ି. ପି କେନ୍ଦୁଝର ଓ ବନବିଭାଗ ଙ୍କ ସହାୟତାରେ ରାଇସୁଆଁ ପଞ୍ଚାୟତ ସମାକୁଦ ଗ୍ରାମର ଶିବ ମନ୍ଦିର ଠାରେ ବନ ମୋହତ୍ସବ ବୃକ୍ଷ୍ୟ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ଉକ୍ତ କାର୍ଯ୍ୟକ୍ରମରେ ଗଣପତି ୟୁଥକ୍ଲବର ସଭାପତି ସୁମନ୍ତ ପାତ୍ର,ସମ୍ପାଦକ ପଦ୍ମନ ବେହେରା, କୋଷାଧକ୍ଷ ଟୁକୁନା ସାହୁ, ସକ୍ରିୟ ମେମ୍ବର ରଞ୍ଜନ ବେହେରା, ହୃଷିକେଶ ନାୟକ, ସୁରଥ ପାତ୍ର, ଖଗେଶ୍ୱର ବିଶ୍ୱାଳ,ଚାଇଲଫୋଣ୍ଡ ର ସଂଗଠକ ନରହରି ସାହୁ, ବାପୁନ କୁମାର ମହାନ୍ତ ଓ ପଞ୍ଜିକୃତ ଶିଶୁଙ୍କ ଦ୍ୱାରା ବୃକ୍ଷ ରୋପଣ କରିଥିଲେ

ଜଗନ୍ନାଥ ମହାନ୍ତ ଙ୍କ ରିପୋର୍ଟ


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l