ରିପୋର୍ଟ :ପ୍ରଦିପ ସେଠିଆ
ଧର୍ମଗଡ : (ଆମ ଓଡ଼ିଶା ଖବର) ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରା ଠାରେ ଫୁଲେଇ ଆମ୍ବେଦକର ପଠାଶାଳ ଠାରେ ୭୭ ତମ ସ୍ବାଧିନତା ଦିବସ ସମାହାର ପାଳିତ ହୋଇଯାଇଛି। ଏହି ଦିବସ ପାଳନ ଅବସରରେ ପ୍ରାତଃ ସମୟରେ ପ୍ରଭାତ ଫେରି ,ରାମ ଧୁନ ରେ ପାଠଶାଳ ଥିବା ଆମ୍ବଦକରଙ୍କ ପ୍ରତିମୃତ୍ତି ରେ ମାଲ୍ୟାର୍ପଣ କାରା ଯାଇଥିଲା। ବେହେରା ହୋମୋପେଥିକ ମେଡିକାଲ ଅଫିସର ମଳୟ କୁମାର ତାଣ୍ଡି ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେଦ ଜନସାଧାରଣ ଓ ଛାତ୍ର ଛାତ୍ରୀ ଙ୍କୁ ମହାପୁରୁଷ ମାନଙ୍କ ଅକ୍ଲାନ୍ତ ପରିଶ୍ରମ,ତ୍ୟାଗ ,ବଳିଦାନ ଦ୍ୱାରା ଭାରତ ସ୍ୱାଧୀନ ପାଇଥିଲା ଓ ସେମାନଙ୍କର ସ୍ମୃତି ଚରଣ କରିଥିଲେ, ଏହି କାର୍ଯ୍ୟକ୍ରର୍ମ ରେ ମୁଖ୍ୟ ଅତିଥି ଭାବେ ପରିଚାନା କରିଥିଲେ ମଳୟ କୁମାର ତାଣ୍ଡି, ,ଓ ବିରଞ୍ଚି ନାରାୟଣ ଖମାରୀ,ସୁନିଲ ଦୂରିଆ,ଝାଜକେତନ ପାଣଗ୍ରାହୀ, ଭୋଲାନଥ ଭଟରିଆ,u ଉପସ୍ଥିତି ଥିବାବେଳେ,ଯଶୋବନ୍ତ ପାଣଗ୍ରାହୀ ପରିଚାଳନ କରିଥିଲେ ଓ ପାଠଶାଳା ର ଛାତ୍ର ଛାତ୍ରୀ ଙ୍କୁ ଖାତା ଓ ପେନ୍ ବଣ୍ଟନ କରିଥିଲେ l



More Stories
ଆମରିସତ୍ୟ ବିକାଶ ପରିଷଦର ଓଡ଼ିଆ ପକ୍ଷ ପାଳନ।
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଖୋରଧା l
ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୂର୍ତ୍ୟ |