ବୌଦ୍ଧ ,,15/8/23( ଚିତ୍ତରଞ୍ଜନ ସିଂହ )
ଓଡ଼ିଶା ମିଲେଟ୍ ମିଶନ ତରଫରୁ ମାଣ୍ଡିଆ ରଥ ଶୁଭାରମ୍ଭ ହେଲା । ଲୋକ କଳା ବିକାଶ କେନ୍ଦ୍ର ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଏହା ଆଜି ଆରମ୍ଭ ହୋଇଚି । ଉଦଘାଟାନୀ ଉତ୍ସବରେ ହରଭଙ୍ଗା ବ୍ଲକ୍ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, ଉପାଧ୍ୟକ୍ଷ ସରୋଜ ପ୍ରଧାନ , BDO ସ୍ୱପ୍ନିତା ନାୟକ, ABDO ସୁବାସ ଜାନି, ବ୍ଲକ୍ କୃଷି ଅଧିକାରୀ ସବ୍ୟସାଚୀ ଦାସ , CDPO ନିରୂପମା ପାଣି , , ସଂଯୋଜକ ସୀତାକାନ୍ତ ସାହୁ , ବ୍ଲକ୍ ସ୍ତରୀୟ ମହାସଂଘ , LKBK ର ସମସ୍ତ କାର୍ଯ୍ୟକର୍ତ୍ତା, ଆଦର୍ଶ କୃଷି ଉତ୍ପାଦକ ପ୍ରଡ୍ୟୁସର୍ କମ୍ପାନୀ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ସଚେତନ ରଥ ହରଭଙ୍ଗା ବ୍ଲକ୍ ର 22 ଟି ପଞ୍ଚାୟତର ବିଭିନ୍ନ ଗ୍ରାମ ରେ ବୁଲିବ । ଲୋକଙ୍କୁ ମାଣ୍ଡିଆ ଚାଷ କରିବା ପାଇଁ କହିବା ସହିତ କେମିତି ମାଣ୍ଡିଆ ସବୁଦିନ ଖାଦ୍ୟଥାଳି ଖାଇବେ ସେ ଉପରେ ସଚେତନ କରାଯାଉଛି l
More Stories
ବେଗୁନିଆପଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଧାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ l
ବେଗୁନିଆପଡା ଵି ଡି ଓ ଙ୍କୁ ଗାଁ ସାଥି ସଂଘର ଦାବିପତ୍ର ପ୍ରଦାନ l
କାଳିମେଘି ଜାଗିଲିପଦର ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହେଲା ଏକାଦଶ ଶ୍ରେଣୀ l