ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ
ଖୋର୍ଦ୍ଧା ଜିଲ୍ଲା (ଆମ ଓଡ଼ିଶା ଖବର)ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ ପଚାଂୟତ ର ବଡନୂଆଁପଲ୍ଲୀ ନୂଆସାହି ରେ ବୁଦ୍ଧଙ୍କୁ କାଠ ଫାଳିଆ ଓ କଟୁରୀରେ ହାଣି ହତ୍ଯା କଲା ଯୁବକ। ମୁତକ ହେଲେ ବଡନୂଆଁପଲ୍ଲୀ ଆଦିବାସୀ ସାହିର ଶିବ ନାଏକ। ଶିବ ନାୟକ ବେପାର ସାରି ଫେରୁଥିବା ବେଳେ ବୁଦ୍ଧଙ୍କୁ ନିଜ ଘର ଆଗରେ ବିଶ୍ବଜିତ ରାୟ ଅଟକ ରଖି ଘରକୁ ଡାକି କାଠ ଫାଳିଆ ଆକ୍ରମଣ କରିବା ସହ କଟୁରୀରେ ମୁଣ୍ଡର ପଛପଟୁ ଆକ୍ରମଣ ହାଣି ଥିଲା ଯୁବକ। ତେବେ ହତ୍ଯାକାଣ୍ଡ ର କାରଣ ଅସ୍ପଷ୍ଟ ରହିଛି। ହତ୍ଯାକାରୀ ସଦ୍ଦେହରେ ଯୁବକ ବିଶ୍ବଜିତ ରାୟ ଙ୍କୁ ଅଟକ ରଖି ପଚରାଉଚରା କରୁଛି ବେଗୁନିଆ ପୋଲିସ।*


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.