ପୁରୀ (ଆମ ଓଡ଼ିଶା ଖବର )ପୁରୀରେ ନେଦରଲାଣ୍ଡରୁ ଆସିଥିବା ୭୧ ବର୍ଷୀୟ ଅନ୍ଥୋନି ଭାନ୍ ଅର୍କେଲ୍ ନାମକ ଜଣେ ପର୍ଯ୍ୟଟକଙ୍କ ଠାରୁ ଜଣେ କାର ଡ଼୍ରାଇଭର ୩ଲକ୍ଷ ୫୦ହଜାର ଟଙ୍କା, ୪୨୦୦ ୟୁରୋ ମୁଦ୍ରା, ଦାମୀ ଘଣ୍ଟା, କ୍ୟାନନ୍ କ୍ୟାମେରା, ହୀରା ମୁଦି ଓ ଅନ୍ୟାନ୍ୟ ଆସବାବପତ୍ର ଗତ ୧୦ତାରିଖରେ କଟକ ଜିଲ୍ଲା କାନପୁର ଥାନା କନରପୂର୍ ଗ୍ରାମର ସାଗର କୁମାର ମଲ୍ଲିକ ଲୁଟି ନେଇ ଫେରାର ହୋଇ ଯାଇଥିଲା। ପୁରୀ ଟାଉନ ଥାନାରେ ଏତଲା ପରେ ଇନ୍ସପେକ୍ଟର ସୁନିଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଅଭିଯୁକ୍ତକୁ ଗିରଫ ସହ ବ୍ୟବହୃତ କାର ଜବତ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ପୁରୀରେ ନେଦରଲାଣ୍ଡର ପର୍ଯ୍ୟଟକଙ୍କ ଠାରୁ ଲୁଟିଥିବା ଲୁଟେରା ଗିରଫ l


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.