ରିପୋର୍ଟ ପ୍ରଦିପ ସେଠିଆ
ଧର୍ମଗଡ : (ଆମ ଓଡ଼ିଶା ଖବର) ଧର୍ମଗଡ ଉପଖଣ୍ଡ ଧର୍ମଗଡ ୟୋତିବା ଫୁଲେ ଛକ ଧର୍ମଗଡ଼ ଗୋଡ଼ଭଞ୍ଜl ଠାରେ କେନ୍ଦ୍ରୀୟ ମାନବ ଅଧିକାରୀ ସଂଗଠନ ର ସଭାପତି ମାଧବ ଠାକୁର (ଟାକରି ), ଉପ ସଭପତି ବିଜୟ ଦାସ, ମହିଳା ସଭାନେତ୍ରୀ ସ୍ୱାମନୀ ସୋନି, ପ୍ରୋମଦିନୀ ଗୁରୁ, ଲଳିତା ଛତ୍ରିଆ,. ଓ ବିସି,ଏସସି, ଏସଟିରୁ ଡମ୍ବରୁ ଧର ଲହଜଳ,ପତାକା ଉତୋଳନ କରିଥିଲେ,ଓ ଯୋତିବାଇ ଫୁଲେଇ ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଦେଶର ଆଦିବାସୀ ଙ୍କ ପାଇଁ ଯାହା ସବୁ ଅବଦାନ କରି ଯାଇଛନ୍ତି

ତାଙ୍କ ବିଷୟରେ ଉପସ୍ଥିତ ଥିବା ଜନସାଧାରଣ ଙ୍କ ପାଖରେ ଅବଗତ କରିଥିଲେ ନାୟକ, ଚକ୍ରଧର ବେନୁପାଣି, ଯାଦବ ମହା ସମାଜ ର ସମ୍ପାଦକ ଡାକେ ସ୍ୱର ଲହଜଳ, କ୍ଷେତ୍ରମୋହନ ଶତନାମୀ, ରୀନା ଭୋଇ, ପାଇଁ ମଞ୍ଚ ପରିଚାଳନା କରିଥିଲେ ଆଇନ ଜୀବି ଦିଗାମ୍ବର ଦୁରିଆ ଓ କହିଥିଲେ ଲୋକ କେମିତି ସଚେତନ ହେବେ ନିଜର ହକ କୁ କେମିତି ପାଇ ପାରିବେ ନିଜର ଅଧିକାର ପାଇଁ ନିଜେ ଲଢି ପାରିବେ ବୋଲି ସେ ସ୍ଵାଧୀନତା ଉପରେ କହିଥିଲେ ଓ ଶେଷ ରେ .. . ଜୟ ହିନ୍ଦ.. ଜୟ ଭାରତ.. ଜୟ ସମ୍ଭିଧାନ ନାର ଦେଇ ଥିଲେ l


More Stories
ଖୋର୍ଦ୍ଧା ଜିଲ୍ଲା ଦୁର୍ନୀତି ନିବାରଣ ସଚେତନତା ସମାରୋହ ।
ଖିମଜି ସୁନାରୂଣ ନୂତନ ଶାଖା ଶୁଭାରମ୍ଭ l
RAYAGADA RAINFALL REPORT: 3-10-2025